Browsing Tag

rourakela news

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ସେକ୍ଟର ୨ ଲାଲ୍ ଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ମଣ୍ଡଳ ସଦସ୍ୟ ସୀମାଞ୍ଚଳ ବିଶ୍ୱାଳ ବାସନ୍ତୀ କଲୋନୀ ସ୍ଥିତ ସମାଜ ଓ ମା' ଖମ୍ବେଶ୍ଵରୀ ମନ୍ଦିରରେ ଜାତୀୟ ପତାକା ଓ
Read More...

ରୋଟାରୀ କ୍ଲବ ରାଉରକେଲା ଅର୍ବାନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ବାସ୍କେଟ ବଲ ଷ୍ଟାଣ୍ଡ ଓ ବଲ ଗର୍ଜନ ସ୍ଥିତ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି । ୩୨୬୧ର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅମିତ ଜୟସ୍ୱାଲଙ୍କ ରାଉରକେଲା ଗସ୍ତ ଅବସରରେ ଏହି କାର୍ଯ୍ୟକ୍ରମ
Read More...

୨୦୨୬ ଉଦ୍ୟୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ-ଓଡିଶା ଏବଂ ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଉରକେଲା ହକି ଭିଲେଜ ମେଫେୟାର ହୋଟେଲ ଠାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରି
Read More...

ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ନିର୍ମଳ ମୁଣ୍ଡା ନଗର ଶାଖା ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ତଥା ବନ୍ଦେ ମାତରଂ @୧୫୦ ଆଲୋଚନାଚକ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରାଧ୍ୟାପକ
Read More...

ଏପସିଲନ କାର୍ବନ କମ୍ପାନୀକୁ ଡିଏଫଓ, ତହସିଲଦାରଙ୍କ ସହାୟତାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ମାନବ ଅଧିକାର…

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଗ୍ରାମ ଫଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଳ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣା ଗ୍ରାମବାସୀ ବାରମ୍ବାର ଜିଲ୍ଲା ଝାରସୁଗୁଡା ଡିଏଫଓ ଏବଂ ତହସିଲଦାର କମ୍ପାନୀ ବିରୋଧରେ
Read More...

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ୨୧ ତମ ବାର୍ଷିକ ଉତ୍ସବ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ ସଭାପତିତ୍ୱ, ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ୱ ତଥା ସହ ସମ୍ପାଦକ ଉଦୟ କୁମାର
Read More...

ଇସ୍ପାତ ନଗରୀ ରାଉରକେଲାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅତିଥିମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ,
Read More...

ମିଡ଼ିଆ କ୍ଲବ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ରାଉରକେଲା(ସସ୍ମିତା ପ୍ରଧାନ) : ରାଉରକେଲା ମିଡ଼ିଆ କ୍ଲବ ପକ୍ଷରୁ ସେକ୍ଟର - ୨୧ ସ୍ଥିତ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନେଟ୍ରା ର ସଭାପତି ଇଂ ବିମଲ ବିଶି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...

ସାଧାରଣତନ୍ତ୍ର ଦିବସରେ କୈବଲ୍ୟ ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ତ୍ରିରଙ୍ଗା ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାହିତ୍ୟ, ସେବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଉତ୍କର୍ଷତା ପାଇଁ କୈବଲ୍ୟ ସାହିତ୍ୟ ସଂସଦକୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଲୋକ
Read More...

ମଧୁସୂଦନ ଶିକ୍ଷା ନିବାସରେ ଦିବ୍ୟ ଭବ୍ୟ ଅଦ୍ୱିତୀୟ “ମାତୃ-ପିତୃ ପୂଜନ ଦିବସ” ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : "ପ୍ରେମ ସଦା ସର୍ବଦା ପ୍ରାଣବନ୍ତ ଚିରନ୍ତନ ବାସ୍ତବ ଗଭୀର ଅନନ୍ତ ଓ ଅନନ୍ୟ"; ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ଆଜି ବାଳିକା ଦିବସରେ ବିଦ୍ୟାଳୟ ପ୍ରାଙ୍ଗଣରେ ପରମ ପୂଜ୍ୟ ସନ୍ଥ ଶିରୋମଣି ଆଶାରାମ ବାପୁଜୀଙ୍କ ଦିବ୍ୟ ପ୍ରେରଣାରୁ "ମାତୃ-ପିତୃ ପୂଜନ"
Read More...