Browsing Tag

rourakela news

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରୁ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ବିମାନ ସେବା ବନ୍ଦ କରାଯାଇଥିବାରୁ ଗତକାଲି ଏକ ସର୍ବଦଳୀୟ ବୈଠକରେ ଏହାର ଦୃଢ ପ୍ରତିବାଦ କରାଯାଇଥିଲା । ଶୀଘ୍ର ବିମାନ ସେବା ଚାଲୁ କରାନଗଲେ ଆସନ୍ତା ଦିନରେ ରାଉରକେଲା ବନ୍ଦ କରିବା ସହ
Read More...

ରାଉରକେଲାରେ ଦ ହୁମାନିଟି ଫାଉଣ୍ଡେସନ ଯବାନ ମାନଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ଅଲୋଚନୀୟ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଯବାନମାନଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବା ସହିତ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ପାଇଁ ମଧ୍ୟ କାମନା କରାଗଲା ଏହି ଅଖଣ୍ଡ ଦୀପ ଛେଣ୍ଡସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ
Read More...

ବିପିୟୁଟିରେ ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳନ ଅବସରରେ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି), ରାଉରକେଲା ୨ ସେପ୍ଟେମ୍ବର ୨୦୨୫ରେ "ଭାରତର ଗୌରବମୟ ମହାକାଶ କାହାଣୀ : ପ୍ରାଚୀନ ଆକାଶରୁ ଆଧୁନିକ ଦିଗନ୍ତ" ଶୀର୍ଷକ ଏକ ଲୋକପ୍ରିୟ ଆଲୋଚନା
Read More...

ଭାଗବତ ଶାଖାରେ ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର କେଶବ ନଗର ସ୍ଥିତ ସେକ୍ଟର ୬ ଭକ୍ତି ଜ୍ଞାନ ବୈରାଗ୍ୟ ଶାଖା ଆନୁକୂଲ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁଷ୍ପଲତା ସାହୁଙ୍କ ଆବାହକତ୍ୱ ଓ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ୟ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

ନୀଳାଚଳ ଯୁବ ପରିଷଦର ଶ୍ରୀ ଗଣେଶ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦ ତରଫରୁ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜେଶ ମହାରଣା ଓ ସନ୍ତୋଷିନୀ ମହାରଣା କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ କୈବଲ୍ୟ ମିଶ୍ର ପୂଜକ ଦାୟିତ୍ଵ
Read More...

ସଂସ୍କୃତି ସମାଜକୁ ଶୃଙ୍ଖଳିତ କରେ : ଜୟ ନାରାୟଣ ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇଯାଇଛି । ସାରସ୍ଵତ ଅଧିବେଶନର ଉଦଘାଟକ ଭାବେ ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି
Read More...

ସଂହତି ସଂଘର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଅଞ୍ଚଳ ମହିଳା ସଂଘର ସଂହତି ସଂଘ ପକ୍ଷରୁ ଛେଣ୍ଡ ସ୍ଥିତ ଆଶାଦୀପ ଦିବ୍ୟାଙ୍ଗ ସ୍କୁଲଠାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ନାଚ ଗୀତର ମଧ୍ୟ ଆୟୋଜନ କରିଥିଲେ । ପିଲାମାନେ ଖୁବ ଆନନ୍ଦର ସହ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ
Read More...

କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : "ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା "ଏହି ଚେତନା ମଣିଷ ଭିତରେ ଅପସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡୁଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ ଏକ
Read More...

ରାଉରକେଲାରେ ଶେୟାର ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂଗଠନ ଶେୟାର୍ ପକ୍ଷରୁ ବସ୍ତିଆଭବନ ଠାରେ ଜାତୀୟ କ୍ରୀଡା ସପ୍ତାହ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାେ
Read More...