Browsing Tag

rourakela news

ଧାମରା ସଂଘ ଦ୍ୱାରା କାନ୍ତକବିଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସହ ସମ୍ପାଦକଙ୍କ ମଞ୍ଚ ସଂଯୋଜନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର
Read More...

ଅବହେଳିତ ଅବସ୍ଥାରେ ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଫେଜ ୧, ଏଲ୍‌ ବ୍ଲକ ସ୍ଥିତ ଚିଲଡ୍ରେନ ପାର୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବା ବେଳେ ପିଲାମାନଙ୍କ ପାଇଁ କୌଣସି କ୍ରୀଡା ସରଞ୍ଜାମ ନାହିଁ । କ୍ରୀଡା ସାମଗ୍ରୀର ରକ୍ଷଣାବେକ୍ଷଣର ଅଭାବ । ଏହା ସହ ଅସାମାଜିକ ତତ୍ୱଙ୍କ
Read More...

ହ୍ୟୁମାନିଟି ଫାଉଣ୍ଡେସନର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକ ଓ ମୋନାଲିସା ସାହୁଙ୍କ ସଂଯୋଜନା ତଥା ଅନୁଷ୍ଠାନର ପ୍ରତିଷ୍ଠାତା
Read More...

ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ୧୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆର୍‌.ଏସ୍‌.ପି ଶିକ୍ଷା ବିଭାଗର ପ୍ରାକ୍ତନ ଅଧିକାରୀ ସୁରେଶ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେଯେ, ଏ ସଂସାରରେ
Read More...

ତ୍ରିଦିବସୀୟ ରୁଦ୍ର ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀଠାରେ ତ୍ରିଦିବସୀୟ ରୁଦ୍ର ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର କମିଟି ତରଫରୁ ସନାତନ ଧର୍ମ, ମାନବ କଲ୍ୟାଣ, ଆଧ୍ୟାତ୍ମିକ ଚେତନା ଜାଗୃତି କରଣ, ଦୈବୀ ଦୁର୍ବିପାକ,
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦ୍‌ଯାପିତ

ଅନ୍ତିମ ଦିବସରେ ସ୍ୱସ୍ତି ଝଙ୍କାର ପକ୍ଷରୁ 'ବିଶ୍ୱାସର ଆତ୍ମଲିପି' ନାଟକ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠ ପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ - ୨୦୨୪ ର ଏକାଦଶ ଦିବସରେ
Read More...

ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନ ୨୦୨୪ ପାଇଲେ ବ୍ୟାସଦେବ ପୁରୋହିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀ ସ୍ଥିତ ପଂଚଶୀଳ ଆଶ୍ରମ ଠାରେ ୪୦ତମ ଜାତୀୟ ପୁରସ୍କାର ଉତ୍ସବ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଗର୍ବ ଓ ଗୌରବ ବ୍ୟାସଦେବ ପୁରୋହିତଙ୍କୁ ଚଳିତ ବର୍ଷ ପାଇଁ ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନରେ ସମ୍ମାନିତ
Read More...

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମଦ୍ ଭଗବତ ଗୀତା ସାଂସ୍କୃତିକ ସମାଜ ତରଫରୁ ଗୀତା ଜୟନ୍ତୀ ଉପଲକ୍ଷେ ଦୀର୍ଘ ୪୦ବର୍ଷ ଧରି ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଦିବ୍ୟ ଧାମ ବେଦବ୍ୟାସ ଠାରେ ଘୃତାହୃତି ସହିତ ଭଜନ, ସଂକୀର୍ତ୍ତନ ଏବଂ ସତସଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ
Read More...

ଆର୍‌ଜିଏଚ୍‌କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲାରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ…

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲାରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲି ଥିବାବେଳେ ସେଇ ପରିମାଣରେ ଏଠି ଥିବା ରାଉରକେଲା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା କମ ଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ମଧ୍ୟ ଅଛି । ଅପରପଟେ
Read More...

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫିଲ୍ମ କ୍ଲବ ତରଫରୁ ହେବାକୁ ଥିବା ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୪ଘଟିକା ସମୟରେ ସେକ୍ଟର ୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛିଫ ଏନେଇ
Read More...