Browsing Tag

rourakela news

ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ

ରାଉରକେଲା : ଜାମ୍ମୁକାଶ୍ମୀରକୁ ବୁଲିବାକୁ ଯାଇ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ । ତହିଁରେ ରାଉରକେଲାର ଗୋଟିଏ ପରିବାର ଥିବା ଜଣାପଡ଼ିଛି । ଜାମ୍ମୁକାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଉରକେଲା ସେକ୍ଟର-୩ ନିବାସୀ ଅଶ୍ୱିନୀ ଜ୍ୟୋତି(ପ୍ରିନ୍ସ) ତାଙ୍କ ସହଧର୍ମିଣୀ ଓ ଦେଢବର୍ଷର
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ତୃତୀୟ ସଂନ୍ଧ୍ୟାରେରେ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ବାଗଦେବୀ ଲିଟେରଚର ଟ୍ରଷ୍ଟ ତରଫରୁ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର
Read More...

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କୋଚିଂ ଏକାଡ଼େମୀ ସଂଘ (ଓକ୍ଟା)ର ବାର୍ଷିକ ଉତ୍ସବ ଭୁବେନେଶ୍ୱର ସ୍ଥିତ ସୋଆ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡ଼ି ପଏଂଟ କୋଚିଙ୍ଗ୍ ସେଂଟରକୁ ସମ୍ମାନିତ କରାଯାଇଥିଲ ।
Read More...

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ରୁ ୩୦

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଏପ୍ରିଲ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏନେଇ ପରିଚାଳନା କମିଟି ପଞ୍ଚଦେବ କଲଚରାଲ ଟ୍ରଷ୍ଟ ପକ୍ଷରୁ
Read More...

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

ଦ୍ୱିତୀୟ ସଂନ୍ଧ୍ୟାରେ ରେ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ ଭବାନୀପାଟଣାର ସ୍ମାରକୀ ନାଟ୍ୟ ସଂସ୍ଥା ତରଫରୁ ନାଟକ ଜାତି ନନ୍ଦିଘୋଷ ମଞ୍ଚସ୍ଥ ହୋଇଯାଇଛି ।
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ରାଉରକେଲା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳା ଗତ ୧୮ ତାରିଖରୁ ଆରମ୍ଭ ହୋଇ ଆଜି ସମାରୋପ ହୋଇଥିଲା ।
Read More...

ସୁର ତରଙ୍ଗର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା । ସୁର ତରଙ୍ଗର
Read More...

ସିଆର୍‌ଏମ୍‌ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଲ୍ଡ ରୋଲିଂ ମିଲ୍ ଋଣ ସମବାୟ ସମିତିର ୫୦ତମ ସଧାରଣ ବୈଠକ ସାଲୁ କୁଅଁର କିସ୍କୁଙ୍କ ଅଧ୍ୟକ୍ଷତାରେ ସେକ୍ଟର -୭ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଡି. ବାନାର୍ଜୀ ମୁଖ୍ୟ ଅତିଥି, ଓ
Read More...

ବରିଷ୍ଠ ସାମ୍ବାଦିକ ରବି କାନୁନଗୋଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ କବି ଓ ସାମ୍ବାଦିକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ତଥା ସହରର ଜଣାଶୁଣା ସାମ୍ବାଦିକ ତଥା ଦୈନିକ ସୂର୍ଯ୍ରପ୍ରଭା ଖବରକାଗଜର ସମ୍ପାଦକ ରବି କାନୁନଗୋଙ୍କ ୮୧ ତମ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ବାସଭବନରେ ସହରର କବି, ସାହିତ୍ୟିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରୋଗ
Read More...

ସାଥୀ ଦିବାକର ନାୟକଙ୍କ ବିୟୋଗରେ ସିପିଆଇର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୂର୍ବତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍‌ର ଟାଣୁଆ ନେତା, ଏଆଇଟିୟୁସିର ପୂର୍ବତନ ରାଜ୍ୟ ଉପସଭାପତି, ମାର୍କସବାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ
Read More...