Browsing Tag

rourakela news

ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ନୃତ୍ୟାନୁଷ୍ଠାନ ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ପୁଷ୍ପା ମିଶ୍ରଙ୍କ ପ୍ରତ୍ୟକ୍ଷ
Read More...

ସ୍ମୃତିର ଓଡିଶା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ତରଫରୁ ଡ଼କ୍ଟର ରଜନୀକାନ୍ତ ମିଶ୍ରଙ୍କ ଆବାହକତ୍ୱରେ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ପୁରୀର ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ
Read More...

ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା : ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ

ରାଉରକେଲା : ରାଉରକେଲା ଛେଣ୍ଡ ଥାନାସ୍ଥିତ ଆଫର୍ଡେବଲ୍‌ କଲୋନିର ଏକ ଭୂତଳ ପାଣି ଟାଙ୍କି (ସମ୍ପ)ରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା ବିବାଦୀୟ ରୂପ ନେଇଛି । ମାମଲାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବାବେଳେ ଗୁରୁବାର ରାତିଅଧିଆ ଶବ ବ୍ୟବଚ୍ଛେଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଦିନ
Read More...

ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ସରକାର ତଥା ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରଙ୍କ ଲୋକାଭିମୂଖ୍ୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ପାନପୋଷ ଉପଖଣ୍ଡରେ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ପାନପୋଷ କୃଷି  ଜିଲ୍ଲା
Read More...

ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣ୍ୟଶ୍ଲୋକା ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା, ରାଉରକେଲାର ଚ୍ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଟୋଲି ସଂଯୋଜକ ସରୋଜ ଦାସଙ୍କ ସଂଯୋଜନା ଓ
Read More...

ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ଲକ୍ଷ୍ମୀ ପୁରାଣ, ବର୍ଣ୍ଣବୋଧ ଓ ତ୍ରିଭାଷୀ ବହି କେରା ଅଞ୍ଚଳରେ…

ରାଉରକେଲା, (ସସ୍ମିତା ପ୍ରଧାନ) : "ଉତ୍କଳ ସାଂସ୍କୃତିକ ଶିବିର" ଭଦ୍ରକର ସଭାପତି ମନୀନ୍ଦ୍ର ମହାନ୍ତିଙ୍କ ଦ୍ୱାରା ପଠାଯାଇଥିବା ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ମାଣବସା ଲକ୍ଷ୍ମୀ ପୁରାଣ, ଚୈତ୍ର ମଙ୍ଗଳା ଓଷା, ଛବିଳ ମଧୁ ବର୍ଣ୍ଣବୋଧ, ତ୍ରିଭାଷୀ ଇତ୍ୟାଦି ବହି କେରା
Read More...

ଗରିମା ପରିବାରର ରଜ ରାଜକୁମାରୀ ସିଜିନ ୪ର ଗ୍ରାଣ୍ଡ ଫିନାଲେ ଆସନ୍ତା ୧୭ ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ରଜ ରାଜକୁମାରୀ ସିଜିନ ୪ ଆସନ୍ତା ଜୁନ ମାସ ୧୭ ତାରିଖ ଦିନ ଗ୍ରାଣ୍ଡ ଫିନାଲେ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଅନୁଷ୍ଠାନ ତରଫରୁ ସେକ୍ଟର ୨ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ
Read More...

କଂଗ୍ରେସର ମଶାଲ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଉରକେଲା ମହାନଗର ନିଗମ ଛକଠାରୁ ବାହାରି ଉଦିତ ନଗର ସ୍ଥିତ ଆମ୍ବେଦକର ଛକଠାରେ ପହଞ୍ଚି ସମ୍ବିଧାନ ବଞ୍ଚାଓ ନାରା ଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରର ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ପଶ୍ଚିମ ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱ ସମ୍ବାଦ କେନ୍ଦ୍ରର ଆବାହକ ରାଜକୁମାର ନାଥଙ୍କ ସଭାପତିତ୍ୱ ଓ ସାମ୍ବାଦିକ
Read More...

ରୋହିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗର୍ବଗୈାରବ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିକଟମାଟି ସ୍ଥିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନରେ ତା'ର ପୂର୍ବ ଗୈାରବକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି । ରୋହିତ କୁମାର ମାହନ୍ତ ୯୧.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୈାରବାନ୍ୱିତ କରିବା ସହ ୭୯ ଜଣ ପ୍ରଥମ ଶ୍ରେଣୀରେ,
Read More...