Browsing Tag

rayagada news

ମାଫିଆଙ୍କ ହାତରେ ପଥର ଖଣି : ବେଧଡ଼କ ଭାବେ ଚାଲିଛି ଲୁଟ୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଚାଲିଛି ପଥର ମାଫିଆଙ୍କ ରାଜ । ବେନିୟମ ଭାବେ ପଥର ଲୁଟୁଛନ୍ତି ପଥର ମାଫିଆ । ରାତାରାତି ଟ୍ରକରେ ପଥର ଚୋରି କରି ନେଉଥିବା ଦେଖିବାକୁ ମିଳିଛି । ଖଣି ଖାଦାନ ଭରା ରାୟଗଡା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂଇଁ । ନିଲାମ ଅବଧି
Read More...

ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ରାୟଗଡା : ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟୁର ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର
Read More...

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର : ୩ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୩ ଗୁରୁତର । ଗୁରୁତରମାନେ ହେଲେ ରାମି ପେରିସିକା, ସିର୍ଦ୍ଧାଥ ପେରିସିକା, ଶିଶୁ ଦିଲ୍ଲୀପ ପେରିସିକା(୩) । ଏଭଳି ଘଟଣା ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ତୁମ୍ବିତରାଇ ଗାଁରେ ।
Read More...

ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ପାର୍ସାଲି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗ୍ରାମର କାଡ୍ରାକା
Read More...

ଉତ୍କଳ ଆଲୁମିନା ପକ୍ଷରୁ ଭଳିବଲ ଟୁର୍ଣ୍ଣାମେଣ୍ଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବ୍ଲକ କୋଡିପାରିଠାରେ ଉତ୍କଳ ଆଲୁମିନା ପ୍ରକୋଳ୍ପ, ଡୋରାଗୁଡା ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଚଳିତ ମାସ ୩୦ ତାରିଖ ଠାରୁ ୪ ଜୁନ ପର୍ଯ୍ୟନ୍ତ ଚଳିବ । ଏହି ମ୍ୟାଚରେ ବିଭିନ୍ନ ପଂଚାୟତରୁ ୧୬ ଗୋଟି ଦଳ ଭାଗ
Read More...

ମାଓକ୍ୟାଡ଼ର ଅଜୟଙ୍କ ଆତ୍ମସମର୍ପଣ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ହାର୍ଡକୋର୍ ନକ୍ସଲ ବିଜୟ ପୁନେମ ଓରଫ ଅଜୟ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ଓଡ଼ିଶା ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ବିଜୟ ପୁନେମ ଓରଫ ଅଜୟ ସିପିଆଇ (ମାଓବାଦୀ) ସଂଗଠନରେ
Read More...

ଚୁଆ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ତଳବଣ୍ଡାଗୁଡ଼ି ଗ୍ରାମରେ ପ୍ରାୟ ୫୦ ଗୋଟି ଆଦିବାସୀ ପରିବାର ବସବାସ କରନ୍ତି । ଏହି ଗ୍ରାମରେ ଲୋକଙ୍କ ବ୍ୟବହାର ନିମନ୍ତେ ମାତ୍ର ଗୋଟିଏ ନଳକୂପ ଅଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ
Read More...

ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ପନ୍‌ଝାରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ । ହଡ଼ପ୍‌ କରିଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ ଭିଜିଲାନ୍‌ନ୍ସର ହରଡ଼ଘଣାରେ । କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଆର.କେ.ପାଣ୍ଡା ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏସଂପର୍କରେ
Read More...

ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ : ୩ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସ ପିକ୍‌ଅପ୍‌ । ଗାଡିର ନମ୍ୱର ଓଡ଼ି ୧୮ ଏଲ୍‌୧୬୪୧ ହୋଇଥିବା ବେଳେ ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ
Read More...

ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଦୁଇ ଦିନିଆ ଅଧିବେଶନ ଅନୁଷ୍ଠିତ

ରାୟଗଡ଼, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ସିରିଗୁଡ଼ା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଗୁରୁ ଦ୍ରୋଣାଚାର୍ଯ୍ୟଇଣ୍ଡୋର ହଲରେ ରାଜ୍ୟ ସ୍ତରୀୟ ଆଦିବାସୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଦିନିଆ ଅଧିବେଶନରେ ୮ ଜିଲ୍ଲାର ବୁଦ୍ଧିଜିବୀ, ଶିକ୍ଷାବିତ୍, ସମାଜସେବୀ, ସରକାରୀ ଓ
Read More...