Browsing Tag

rayagada news

୨୨କେଜି ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ ଓଆର ୦୫ ଏୟୁ ୪୫୯୦ ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ
Read More...

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା : ମହାମାରୀ କରୋନାର ଦ୍ଵିତୀୟ ଲହର ରାଜ୍ୟରେ କାୟାମେଲାଉଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା
Read More...

ପୋଲିସକୁ ମଳିଲା ବଡ ସଫଳତା : ୧୯୦ କେ.ଜି ଗଂଜେଇ ଜବତ

ରାୟଗଡା : ରାୟଗଡା ପୋଲିସକୁ ମଳିଛି ବଡ ସଫଳତା । ୧୯୦ କେ.ଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାରରେ ସଂପୃକ୍ତ ଥିବା ଟ୍ରକର ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ରାୟଗଡା ପୋଲିସ । ସୂଚନା ଯୋଗ୍ୟ ଯେ, ଟ୍ରକଟି ଅଦା ଲୋଡ ହୋଇ କୋରାପୁଟରୁ ଉ‌ତ୍ତରପ୍ରଦେଶ ଅଭିମୁଖେ
Read More...

ରାୟଗଡା ଜିଲ୍ଲାରେ ବନ୍ଦ ପାଳନ

ରାୟଗଡା : ନୂତନ ଜିଏସଟି ଆଇନକୁ ସର୍ବଭାରତୀୟ ସ୍ତରରେ ବିରୋଧ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ରାୟଗଡା ବଣିକ ସଂଘ ତରଫରୁ ନୂତନ ଜିଏସଟି ଆଇନକୁ ବିରୋଧ କରି ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଂଟିଆ ବନ୍ଦର ଡାକାରା ଦେଇଥିଲେ ।
Read More...

ଚଳନ୍ତା ବସରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ରାୟଗଡ଼ା ତାରିଣୀ ଛକରେ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର କଷାଗୁମୁଡ଼ାରୁ ପୋଲସରା ଯାଉଥିବା ଘରୋଇ ବସରେ ନିଆଁ ଲାଗିଥିଲା । ଫଳରେ ଯାତ୍ରୀବାହୀ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ
Read More...

ପୁଲିସକୁ ମିଳିଲା ବଡ ସଫଳତା : ୪ ଡକାୟତ ଗିରଫ ସହ ବାଇକ ଓ ଟଙ୍କା ଜବତ

ରାୟଗଡା : ରାୟଗଡା ଜିଲ୍ଲା ଶେଷଖାଲ ପୁଲିସକୁ ମିଳିଲା ବଡ ସଫଳତା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁୟାରୀ ୧୦ ତାରିଖରେ ଜଗାଗୁଡା ଓ ବାଲାପାଡୁ ଗ୍ରାମରେ ଗୁଡ ବ୍ୟବସାୟୀଙ୍କୁ ଆକ୍ରମଣ ଓ ୧ ଲକ୍ଷ ୩୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଲୁଟ ମାମଲାରେ ୪ ଡକାୟତ‌ଙ୍କୁ ଗିରଫ
Read More...

ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି
Read More...

ପାଳଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା : ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଶିଶୁ ହେଳେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ । ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁର୍ଯ୍ୟୋଧନ
Read More...

ଓଲଟିଲା ବସ୍‌ : ଜଣେ ମୃତ, ୯ ଗୁରୁତର

ରାୟଗଡ଼ା : ଗତକାଲି ରାତିରେ ବସ୍‌ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ବସ୍‌ ଓଲଟି ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି (ଓଡି ଓ୨ ଏସ୍‌ ୨୯୪୮) 'ରଘୁନାଥ' ବସ୍ ଗତକାଲି କଟକରୁ ଜୟପୁର
Read More...

ପୁଣି ଯନ୍ତ୍ରଣାରେ ଜନନୀ, ଖଟିଆରେ ବୁହାହେଲେ ଗର୍ଭବତୀ : ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

ରାୟଗଡ଼ା : ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ
Read More...