ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲାର କୋଟିପତି ଶିକ୍ଷକ : ଘରୁ ଠାବ ହେଲା ୪ କୋଟି ୭୩ଲକ୍ଷ ଟଙ୍କାର ସମ୍ପତ୍ତି
ରାୟଗଡା : ଭିଜିଲାନ୍ସ ଜାଲରେ ପଡିଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ନୂଆପଡା ଗ୍ରାମର କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଶିକ୍ଷକଙ୍କ ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ଶନିବାର!-->…
Read More...
Read More...