Browsing Tag

rayagada news

ଅମ୍ବାଦଳା ରେଳଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଅମ୍ବାଦଳାଠାରୁ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କାରଖାନା ଯାଉଥିବା ସମୟରେ ରେଳର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ୪ରୁ ୬ଟି ଚକ ରେଳ ଧାରଣାରୁ ତଳକୁ ଓହ୍ଲାଇ ପଡ଼ି ଲାଇନଚ୍ୟୁତ
Read More...

ବାଇକ୍‌କୁ ଧକ୍କାଦେଲା ପିକଅପ୍‌ ଭ୍ୟାନ, ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ ନିକଟରେ ବାଇକ୍‌କୁ ପଛପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ଧକ୍କାଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ୨ ଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫) । ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।
Read More...

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୁଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିବା ଜଣାପଡିଛି । ସୂଚନାନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ
Read More...

ମାଲବାହୀ ଟ୍ରେନରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ନାବାଳକ

ରାୟଗଡ଼ା : ଭାଲୁମସ୍କା ରେଳ ଷ୍ଟେସନରେ ଅଟକି ରହିଥିବା ମାଲଗାଡି ଉପରେ ଠିଆହୋଇ ସେଲଫି ନେଉଥିବା ବେଳେ ଜଳିଗଲେ ଜଣେ ନାବାଳକ । ମୃତ ବାଳକ ଜଣକ ହେଲେ ଦେବେନ୍ଦ୍ର ନାଏକ । ତାଙ୍କ ଘର କାଶୀପୁର ବ୍ଲକ ବର୍ତିବାଲି ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦେବେନ୍ଦ୍ର ବୁଧବାର ଏକ ବିବାହ
Read More...

ନିୟମଗିରି ପାହାଡ଼ରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ଗଣତନ୍ତ୍ର ଦିବସକୁ ବିରୋଧ କରି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ସଙ୍ଗଠନ ବିରୋଧ କରିବା ସହିତ କଳା ଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଜଣାଇଛନ୍ତି । ନିୟମଗିରି ପାହାଡର ବିଭିନ୍ନ ଗାଁମାନଙ୍କରେ ଏହି ପୋଷ୍ଟର ଲଗାଯାଇଛି ।
Read More...

ରାୟଗଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ା : ରାୟଗଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ଜିଲ୍ଲାପାଳ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ।
Read More...

ଟ୍ରକ ପଛରେ ପିଟିଲା ବାଇକ୍, ଆରୋହୀ ମୃତ

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର
Read More...

ରାମନାଗୁଡା ଥାନାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ଏଠାରେ ଥାନା ହେବା ନେଇ ଘୋଷଣା କରାଯାଇଥିଲା । ସୋମବାର ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ
Read More...

ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡ଼ା : ରାସ୍ତା ଘାଟ ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଥିବା ବେଳେ ରାସ୍ତା ଅଧିକ ଓସାରିଆ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଯେଉଁ ସ୍ଥାନରେ ଆବଶ୍ୟକ ରହିଛି ସେଠାରେ ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
Read More...

କେବିବିଏ ପକ୍ଷରୁ ବଡି ବିଲଡିଂ ପ୍ରତିଯୋଗିତା

ରାୟଗଡ଼ା : କଳିଙ୍ଗ ବଡି ବିଲଡିଂ ଆସୋସିଏସନ ପକ୍ଷରୁ ରାୟଗଡ଼ା ସହରର ବିଜୁକଲ୍ୟାଣ ମଣ୍ଡପଠାରେ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୮ ଜିଲାରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ
Read More...