Browsing Tag

rayagada news

ଚାନ୍ଦିଲି ପୋଲିସକୁ ବଡ ସଫଳତା : ୯୦ ହଜାର ଟଙ୍କା ସହ ୪ ଜଣ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସକୁ ମିଳିଛି ‌‌‌‌ବଡ ସଫଳତା । ଚଳିତ ମାସ ୯ ତାରିଖ ଦିନ ଲୁଟ୍ ହୋଇଥିବା ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ୨ଟି ମୋଟର ସାଇକଲ, ୪ଟି ମୋବାଇଲ, ନଗଦ ୯୦ ହଜାର ଟଙ୍କା ସହିତ ନକଲି
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ୬ ପ୍ରାଣୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୬ ପ୍ରାଣୀ । ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ, ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଞ୍ଚାୟତର
Read More...

୨ କୋଟିରୁ ଅଧିକ ମନରେଗା ଟଙ୍କାର ଆତ୍ମସାତକୁ ନେଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି
Read More...

ସୁଭଦ୍ରା ରଥର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ବିଭୁତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଓଡିଶାଙ୍କ କରକମଳରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୬ଟି ସୁଭଦ୍ରା ରଥର ଶୁଭାରମ୍ଭ
Read More...

ବଜ୍ରଘାତରେ ମହିଳା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଜ୍ରଘାତରେ ମହିଳା ମୃତ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ଖରଜୋଡା ଗ୍ରାମରେ । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ (୫୮) ନିଜ କପା ପଡିଆକୁ
Read More...

ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଥିବା ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସେପ୍ଟେମ୍ବର ୨୦୧୨ ମସିହା ୫ ତାରିଖ ଗୁରୁ ଦିବସ ଦିନ କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ମହା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।
Read More...

୨ ଆନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ୨ ଯୁବକ ଆନ୍ତର୍ଜାତୀୟ କବାଡି ଖେଳରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବହୁ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏକଦା କାଶୀପୁର
Read More...

ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବିଧବା ବୋହୁର ଧାରଣା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ୨ ଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ । ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାର କିଛି
Read More...

କପା ବାଡ଼ିରୁ ଏକ ମାଈ ହାତୀର ମୃତଦେହ ଠାବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବନାଞ୍ଚଳ ଚିମ୍ପାପୁରର ଏକ କପା ବାଡ଼ିରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ନିକଟରେ ଥିବା ବିଦ୍ୟୁତ୍‌ ପୋଲକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର
Read More...

ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ପ୍ରମାଣ ପତ୍ର ବଣ୍ଟନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକର ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସକଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସଚେତନତା ଶିବିର ଓ ଜାତି, ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଜମି ସଂଯୋଜକ ରାମକୃଷ୍ଣ
Read More...