Browsing Tag

raurkela news

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

କାରଗିଲ ବିଜୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ମୁକବଧିର ବିଦ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହନ୍ତଙ୍କ ସଭାପତିତ୍ୱ ଓ ବିଦ୍ୟାଳୟର ପ୍ରଶାସକ ସମାଜସେବୀ ସରୋଜ କୁମାର ମହାନ୍ତିଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି
Read More...

ରୋଟାରୀ କ୍ଲବ ଅଫ୍‌ ରାଉରକେଲାର ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍‌ ରାଉରକେଲାର ୬୭ତମ ସ୍ଥାପନ ସମାରୋହ ଇତିମଧ୍ୟରେ ସ୍ଥାନୀୟ ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପିଡିଜି ରୋଟାରୀୟାନ୍‌ ରଂଜିତ ସାଇନି, ଏଫ୍‌. ସି. ମହାନ୍ତି, ଆଇ. ପି. ଡି. ଜି. ମଞ୍ଜିତ ସିଂ ଅରୋରା ଏବଂ ଅମିତ
Read More...

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଫଟୋଗ୍ରାଫର ବନ୍ଧୁଙ୍କୁ ସଂଘବଦ୍ଧ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରଖିବା ଉଦ୍ଦେଶ୍ୟରେ ରଶ୍ମୀରଞ୍ଜନ ଦାଶଙ୍କ ଆହ୍ଵାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଫଟୋଗ୍ରାଫର ବନ୍ଧୁମାନେ ପୁରୀ ଜିଲ୍ଲାରେ ଏକତ୍ରିତ ହୋଇ ଫଟୋଗ୍ରାଫିକୁ ନେଇ
Read More...

ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ରାଉରକେଲା : ରେଳଷ୍ଟେସନ୍‌ର ପାର୍ସଲ କାର୍ଯ୍ୟାଳୟରେ ରାତି ପ୍ରାୟ ସାଢ଼େ ୧୨ଟାରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ କିଛି ପାର୍ସଲ ଜଳିଯାଇଥିବା ଜଣାପଡିଛି । କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନି । ଆର୍‌ପିଏଫ୍‌ ଯବାନ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାକୁ
Read More...

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି । ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ, ଏନ୍‌ଡିଏର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ
Read More...

ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ତା'ର ମାସିକ କାର୍ଯ୍ୟକ୍ରମ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ସ୍ଥାନୀୟ ତର୍କେରା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସଭାପତିତ୍ୱରେ
Read More...

ଜି ସାର୍ଥକର ଦିଦି ନଂ-୧ ସୋ’ରେ ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍‌ଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦ୍‌ଘୋଷିକା ମୋନାଲିସା ସାହୁଙ୍କୁ ବିଭିନ୍ନ ମଞ୍ଚରେ ଆପଣମାନେ ଦେଖିଥିବେ । ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ । ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦ୍‌ଘୋଷିକା
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପିଉ ଗୁହାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୋଟାରୀଆନ୍‌ ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ
Read More...

ଆର୍‌. ଏସ୍. ଏସ୍. ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଗଣବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ଇସ୍ପାତ କାରଖାନାରେ ସ୍ୱୀକୃତି ନିର୍ବାଚନ ତୁରନ୍ତ କରାଯିବା ସହ ନିୟମ ଅନୁଯାଇ ସ୍ୱୀକୃତିପ୍ରାପ୍ତ ୟୁନିୟନର ଦାୟିତ୍ୱ ଦେବା ପାଇଁ ଗତକାଲି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍ଏସ୍) ଏବଂ ଗାଙ୍ଗପୁର ମଜ୍‌ଦୁର୍‌ ମଞ୍ଚ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ
Read More...