Browsing Tag

raurkela news

ବିଜ୍ଞାନ ଓ ଆଧ୍ୟାତ୍ମିକ ଶୀର୍ଷକ ଜାତୀୟ ସ୍ତରୀୟ ଦ୍ୱିଦିବସୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନସିପାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାନବ ସଭ୍ୟତା ପାଇଁ' ବିଜ୍ଞାନ ଓ ଆଧ୍ୟାତ୍ମିକତା ଆଜିର ଆବଶ୍ୟକତା' ଉପରେ ଏକ ଦୁଇ ଦିନାତ୍ମକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ
Read More...

ସାହିତ୍ୟ ଓ ନାଟ୍ୟକୃତୀ ପାଇଁ ଚିର ସ୍ମରଣୀୟ ରହିବେ ରମେଶ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଏକଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ
Read More...

୫୭ତମ ଇଞ୍ଜିନିୟରସ୍ ଦିବସ ପାଳିତ

ଇଞ୍ଜିନିୟର୍ସ ମାନେ ସୃଷ୍ଟି କର୍ତ୍ତା : ଶ୍ରୀ ଭୌମିକ ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ରାଉରକେଲା ତରଫରୁ ୫୭ତମ ଇଞ୍ଜିନିୟରସ୍ ଦିବସ ପାଳନ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ସନ୍ତୋଷ କୁମାର
Read More...

ସେକ୍ଟର ୧୯ ଥାନାର ଆମ ପୁଲିସର ଜନ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ଓ ସେକ୍ଟର-୧୯ ଥାନା ଆମ ପୁଲିସ ତରଫରୁ ଏକ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ସେକ୍ଟର ୨୦ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ
Read More...

ରାଉରକେଲା ଶ୍ରମିକ ସଂଘ ଓ ଗାଙ୍ଗପୁର ମଜଦୁର ମଞ୍ଚ ସ୍ୱୀକୃତିପ୍ରାପ୍ତ ୟୁନିୟନ୍‌ ଭାବେ କୃତିତ୍ଵ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ରାଉରକେଲା ଇସ୍ପାତ କାରଖାନାର ସ୍ୱୀକୃତିପ୍ରାପ୍ତ ୟୁନିୟନ୍‌ ଭାବରେ ନିଜର ବିଗତ ୨ ବର୍ଷର କୃତିତ୍ୱ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ୍‌
Read More...

ଧାମରା ସଂଘର ବର୍ଷା ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ମେଘ ପ୍ରେମ ଓ ପ୍ରୀତିର ନିଦର୍ଶନ, ପ୍ରେମିକ ବା ପ୍ରେମିକା ନିଜମନରେ ଥିବା ଅକୁହା କଥାକୁ ମେଘ ମାଧ୍ୟମରେ ପରସ୍ପରକୁ ଜଣାଇଥାନ୍ତି । ମେଘରୁ ସୃଷ୍ଟି ବର୍ଷା ପ୍ରେମୀ ଯୁଗଳଙ୍କ ହୃଦୟରେ ଭରିଦିଏ ସବୁଜିମାର ସଂଜୀବନୀର ସ୍ପର୍ଶ । ଆଷାଢ ଆଣେ ଯୌବନ, ଶ୍ରାବଣ ଭରେ
Read More...

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

ଏଭଳି କାର୍ଯ୍ୟକ୍ରମ ଆମ ସହର ପାଇଁ ଗର୍ବର ବିଷୟ : ଜୁଏଲ ଓରାମ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ତରଫରୁ ମା' ବାଟ ମଙ୍ଗଳା ଶକ୍ତିପୀଠ ପ୍ରେକ୍ଷ୍ୟାଳୟରେ '୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ' ଅନୁଷ୍ଠିତ
Read More...

ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍‌ର ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ନିମୋନିଆରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ମର ଶରୀର
Read More...

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସହରର ମହିଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୭ ତାରିଖରୁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ଉକ୍ତଦିନ ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ । ଏହି ଯୋଜନା
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସଭାବେ ପାଳନ କରାଯାଇଥାଏ । ପ୍ରଥମ ଥର ୧୯୫୩ରେ ଏହି ଦିବସ ପାଳନ କରାଯାଇଥିଲା । ଏହା ସହିତ ଭାରତୀୟ ସମ୍ବିଧାନରେ ଏହା ସରକାରୀ ଭାଷାଭାବେ ମଧ୍ୟ ମାନ୍ୟତା ପାଇଛି । ଏହି କ୍ରମରେ ରାଉରକେଲା ସହରର
Read More...