Browsing Tag

raurakela news

‘ଶବ୍ଦ ସୁରଭି’ର ଭଞ୍ଜ ବିଶେଷାଙ୍କ ଉନ୍ମୋଚନ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟାନୁଷ୍ଠାନ ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ଓ ରାଉରକେଲା କଲେଜ, ରାଉରକେଲା ଓଡ଼ିଆ ବିଭାଗର ମିଳିତ ଆନୁକୂଲ୍ୟରେ ସାହିତ୍ୟ ପତ୍ରିକା 'ଶବ୍ଦ ସୁରଭି'ର ଭଞ୍ଜ ବିଶେଷାଙ୍କ ଉନ୍ମୋଚନ ଓ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଦିବସୀୟ କାର୍ଯ୍ୟକ୍ରମରେ ଗତ ୧୯ ତାରିଖ ଦିନ କଳସ ଯାତ୍ରା, ମଣ୍ଡଳୀ
Read More...

ମିରର୍‌ ଫାଉଣ୍ଡେସନ୍‌ର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ତରଫରୁ ସାମାଜିକ କାର୍ଯ୍ୟକ୍ରମ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବେଦବ୍ୟାସ ସ୍ଥିତ ହୋମ ଅଫ୍ ଲଭ୍
Read More...

ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ଫକୀର ମୋହନଙ୍କ କାଳଜୟୀ ସାହିତ୍ୟର ସାମାଜିକ ପ୍ରତିବଦ୍ଧତାର ପଟାନ୍ତର ନାହିଁ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ବ୍ୟାସକବିଙ୍କ ସାହିତ୍ୟ ଆଲୋଚନା, ଅଣୁଗଳ୍ପ ପଠନ ଓ
Read More...

ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିଟ୍‌ନେସ୍‌ ପାଥ୍‌ର ବରିଷ୍ଠ ସଦସ୍ୟ ୯୭ ବର୍ଷୀୟ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତା ଓ ଆବାହକ ଡ଼. ସୁମନ ଦତ୍ତଙ୍କ
Read More...

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୬୨ତମ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଭାପତି ଇଂ. କୁମାର ବେହେରାଙ୍କ ପୌରହିତ୍ୟ, ଅଧ୍ୟକ୍ଷା ଶର୍ମିଷ୍ଠା
Read More...

ପ୍ରୟାସ ପ୍ରାୟୋଜିତ ନାଟକ ‘ଚଇତୁ’ ମଞ୍ଚସ୍ଥ

ଅଭିନୟ ଯାଦୁରେ ମତୁଆଲା କଲା ଚଇତୁ ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ପ୍ରୟାସ ରାଉରକେଲା ପ୍ରାୟୋଜିତ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କୃତ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଡ଼. ନିବେଦିତା ଜେନାଙ୍କ ରଚିତ ନାଟକ 'ଚଇତୁ' ସ୍ଥାନୀୟ
Read More...

ଜାତୀୟ ଯୁବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ ରାଉରକେଲାର ଜାତୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ଜାତୀୟ ଯୁବ ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଜାତୀୟ ଯୁବ ଦିବସ ଉପଲକ୍ଷେ କମ୍ବଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଇଣ୍ଡିଆ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ସେକ୍ଟର ୨୧ ନୟାବଜାର ସ୍ଥିତ ରାଧାକୃଷ୍ଣ (କୁଷ୍ଠରୋଗ) କଲୋନୀଠାରେ ଏକ ଆଲୋଚନାଚକ୍ର ଓ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲଠାରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା, ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତିଙ୍କ ଆବାହକତ୍ଵ ଓ
Read More...