Browsing Tag

raurakela news

ଭାରତୀୟ ଯୁବ ହଷ୍ଟେଲରେ ରଜ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଭାରତୀୟ ଯୁବ ହଷ୍ଟେଲ୍‌ ରାଉରକେଲା ଶାଖା ତରଫରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ତଥା
Read More...

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ

ସ୍ୱୟଂପ୍ରଭା ରାଉତ ସିଜିନ ୩ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ସିଜନ୍ ୩ ରଜ ରାଜକୁମାରୀ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିବାରର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ
Read More...

ଫକୀର ମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀର ମୋହନ ତିରୋଧାନ ଦିବସ ଓ ରଜ…

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱରେ ବ୍ୟାସକବିଙ୍କ ତିରୋଧାନ ଦିବସ ବ୍ୟାସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭ ପୂର୍ବରୁ ସଭାପତି ଦାସ ବ୍ୟାସକବି ଫକୀର ମୋହନଙ୍କ
Read More...

ରାଜ୍ୟସ୍ତରୀୟ ଓଡ଼ିଆ ଶିଶୁ ସାହିତ୍ୟିକ ସମ୍ମିଳନୀ ଓ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଓଡ଼ିଆ ଅସ୍ମିତାକୁ ଜାଗୃତି କରିବ : ଡ. ହରିହର କାନୁନ୍‌ଗୋଡ. ଦୀପ୍ତିମୟୀ ବେହେରାଙ୍କ 'ପ୍ରବନ୍ଧ ବହୁବିଧ' ଉନ୍ମୋଚିତ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି
Read More...

ଆହାର କେନ୍ଦ୍ର ବନ୍ଦ ହେବନାହିଁ : ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀର ଦୁଇଟି ଆହାର କେନ୍ଦ୍ରକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଚାନକ ପରିଦର୍ଶନ କରିଥିଲେ । ସେ ସର୍ବ ପ୍ରଥମେ ସେକ୍ଟର -୨ ବସ୍‌ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସଧାରଣ ଜନତାଙ୍କ
Read More...

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରଜ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରଜ ପର୍ବ ଉପଲକ୍ଷେ ରାଉରକେଲାର ଜଗଦା ଅଞ୍ଚଳରେ ଥିବା ମାନବସେବା ପ୍ରତିଷ୍ଠାନରେ ଖାଦ୍ୟ, ଜଳଖିଆ, ସାଜସରଞ୍ଜାମ ଆଦି ସାମଗ୍ରି ବଣ୍ଟନ କରାଗଲା । ଏହାସହ
Read More...

ନୀଳଶୈଳ ପକ୍ଷରୁ ରଜ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଳଶୈଳ ତରଫରୁ ରଜ ମହୋତ୍ସବ ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସୌଭାଗିନୀ ମୁଦାଲିଙ୍କ ଅଧ୍ୟକ୍ଷତା ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ମ୍ୟୁଜିକ ସର୍କଲରେ ପ୍ରଥମ ରଜ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ତରଫରୁ ପ୍ରଥମ କରି ରଜ ଉତ୍ସବ ନିଜସ୍ୱ ମେହେର ଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ
Read More...

ପ୍ରୟାତ ମୁରଲୀଧର ପରିଜାଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥିତଯଶା ବିଶିଷ୍ଟ ଜନନାୟକ ପ୍ରୟାତ ମୁରଲୀଧର ପରିଜାଙ୍କ ଷଷ୍ଠତମ ସ୍ମୃତିଚାରଣ ସଭା ମୁରଲୀଧର ପରିଜା ସ୍ମୃତି କମିଟି ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିସ୍ୱ ଓ ସଂଯୋଜନା ତଥା
Read More...

ଇସ୍ପାତ ନଗରୀରେ ପହିଲିରଜ ଧୁମ୍‌ଧାମ୍‌ରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଗଣପର୍ବ ରଜ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ସହରର ପ୍ରତ୍ୟେକ ଗଳିକନ୍ଦି ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ପହିଲି ରଜ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଦୋଳି, ପୋଡପିଠା, ବିଭିନ୍ନ ପ୍ରକାରର ପିଠାପଣା ସହ ମିଷ୍ଟାନ୍ନ
Read More...