Browsing Tag

puri news

ଡେଲାଙ୍ଗ ତହସିଲରେ ଫୋନି ସହାୟତା ଅର୍ଥ ଅନିୟମିତତା ନେଇ ଅଭିଯୋଗ : ସୂଚନା ମାଗିଲେ ତଥ୍ୟ ମିଳୁ ନାହିଁ,…

ପୁରୀ, (ଦୀଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ଗତ ୨୦୧୯ ମେ ମାସ ୩ ତାରିଖରେ ପ୍ରଳୟଙ୍କାରୀ ଫୋନି ମହାବାତ୍ୟାର ଏକ ବର୍ଷ ୧୦ ମାସ ବିତିଗଲାଣି, କିନ୍ତୁ ଅତି ଦୁଖର ବିଷୟ ଫୋନି ବାସହରାଙ୍କୁ ଏପର୍ୟ୍ୟନ୍ତ ଘରଭଙ୍ଗା ସହାୟତା ମିଳିନାହିଁ । ପ୍ରାଥମିକ ତଦନ୍ତରେ ଯେଉଁମାନଙ୍କର
Read More...

ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ : ଶନିବାର ଦିନ ପୁରୀ ଜିଲା କାରାଗାରରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ । କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା । ଶ୍ରୀଧରଙ୍କ ଝାଡାବାନ୍ତି ହେବାରୁ ଜେଲ୍‌ ଭିତରେ
Read More...

ଟୁରିଷ୍ଟ ହେଲ୍ପଲାଇନ ନମ୍ବର ଜାରିକଲା ପୋଲିସ

ପୁରୀ : ପୁରୀର ଏକ ଘରୋଇ ବସ୍ କର୍ମଚାରୀ ଜଣେ ପର୍ଯ୍ୟଟକ ଦମ୍ପତିଙ୍କୁ ଅସଦାଚରଣ କରିଥିଲେ ଏବଂ ମାଡ ମାରିଥିଲେ ଆଜି ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟୁରିଷ୍ଟ ହେଲ୍ପଲାଇନ ନମ୍ବର ଜାରି କରିଛି ପୋଲିସ । ହେଲ୍ପଲାଇନ ନମ୍ବରଟି ହେଉଛି
Read More...

ପୁରୀର ୬ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା

ପୁରୀ : ପୁରୀ ଜିଲ୍ଲାର ୬ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ନିକଟରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ତନ୍ମଧ୍ୟରେ ଦୋଳବେଦୀ କୋଣ, ସ୍ୱର୍ଗ ଦ୍ୱାର, ଚନ୍ଦନ ହଜୁରୀ, କମଳା ଦେବୀ ମାତୃ ମଙ୍ଗଳ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡା ଓ ଚାରୀ
Read More...

ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିଲେ : ଆଜି ମିଳିଲା ମୃତଦେହ

ପୁରୀ : ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳିନଥିଲା । ଆଜି ଚକ୍ରତୀର୍ଥ ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ବୋକାରୋରୁ ପ୍ରାୟ
Read More...

ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରୀ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ
Read More...

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ

ପୁରୀ : ଆଜି ଦେଶରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ସବୁଠୁ ଭାରତ ମାତାର ଜୟଗାନ ହେଉଛି
Read More...

ବାଲୁକା କଳା ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା…

ପୁରୀ : ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବାଲୁକା କଳା ନିର୍ମାଣ କରିବା ସହ ଦେଶର
Read More...

ପୁରୀ ବେଳାଭୂମିରେ ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ, (କେପିଏନ୍‌ଏସ୍‌) : ଆଜି ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତେବେ ପୁରୀ ବେଳାଭୂମିରେ ବାଲୁକାକଳାରେ ହ୍ୱାଇଟ୍ ହାଉସ୍, ଆମେରିକାର ଜାତୀୟ ପତାକା ଏବଂ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ରକଳା ନିର୍ମାଣ କରି ସେମାନଙ୍କୁ ଶୁଭେଚ୍ଛା
Read More...

ମୋଦୀଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ

ପୁରୀ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୯୧ ପ୍ରତିଶତ ହୋଇଥିବାରୁ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି । ରାଜ୍ୟ ତଥା ପୁରୀ ପ୍ରତି ପ୍ରଧାନମନ୍ତ୍ରୀ ଯଥେଷ୍ଟ ପ୍ରାଧାନ୍ୟ
Read More...