Browsing Tag

puri news

ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ କରିଛନ୍ତି । ସ୍କନ୍ଧ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ରେକର୍ଡ ଅଫ ରାଇଟ ଅନୁସାରେ ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ହେଉ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା ।
Read More...

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିରରେ ଶନିବାର ପାରମ୍ପରିକ ରୀତି ମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି ।
Read More...

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଖଳାଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ରଥର ପୋଟଳ ତିଆରି ପରେ ନବ ନିର୍ମିତ ରଥରେ ଏବେ ପାରାଭାଡି ଟେକା ଯାଇଛି । ଏହାପରେ ତିନି ରଥରେ କଳସ ଲାଗିବ । ମହାରଣା, ରୂପକାର, ଚିତ୍ରକାର ଓ
Read More...

ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ଆଇଜି, ଡିଆଇଜିଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନା ଲାଗି ଗତ ୨ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ । ରଥଯାତ୍ରାକୁ ଆଉ କେଇଟା ଦିନ ଥିବା ବେଳେ ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୧ ଗିରଫ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ ହୋଇଥିବା ଜଣାପଡିଛି । ପୁରୀ ଅବକାରୀ ପୋଲିସ ଚଢାଉ କରି ଉତ୍ତରା ଛକରୁ ଜଣେ ଆନ୍ତଃ ରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ୱେଷ୍ଟ ବେଙ୍ଗଲ ସାଗରଦିଘୀ ଅଞ୍ଚଳର ଖୋକନ ଦାସ
Read More...

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଉପଜିଲାପାଳ ଭବତାରଣ ସାହୁ ଏବଂ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ
Read More...

ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ କରାଯାଇଥିବା ଜଣାପଡିଛି । ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ଛକ ଶକୁନ୍ତଳା ନିବାସ କୋଠାରେ ଥିବା ନାୟକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ବୋମାମାଡରେ
Read More...

ଇସ୍କନ ପକ୍ଷରୁ ଜାରି ମହାପ୍ରଭୁଙ୍କ ବ୍ୟଙ୍ଗ ଚିତ୍ରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲେ ସେବାୟତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଇସ୍କନ ପକ୍ଷରୁ ଜାରି ମହାପ୍ରଭୁଙ୍କ ବ୍ୟଙ୍ଗ ଚିତ୍ରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସେବାୟତ । ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି
Read More...

ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ଚାଲିଛି ଗୋପନ ଉପଚାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଜ୍ୱରରେ ଅସୁସ୍ଥ ମହାପ୍ରଭୁଙ୍କ ରୋଗ ଉପଚାର ବୈଦ୍ୟଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଛି । ଶନିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟିବା ପରେ ଉପଚାର ବିଧିକୁ ଦଇତାପତି ସେବକ ଆରମ୍ଭ କରିଛନ୍ତି । ସ୍ନାନବେଦୀରେ ୧୦୮ ଗରା ଜଳ ସ୍ନାନପରେ
Read More...

ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା
Read More...