Browsing Tag

puri news

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି । ୨୦୨୨-୨୩ ବର୍ଷ ପାଇଁ ପୁରୀ ଜିଲ୍ଲାର ୧୫୯ ଜଣ ବରିଷ୍ଠ ନାଗରିକ ରାଜସ୍ଥାନର
Read More...

ଶ୍ରୀ ମନ୍ଦିରରେ ପହିଲି ଭୋଗ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ (ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ) ଆରମ୍ଭ ହୋଇ ମାଘ ଶୁକ୍ଳ ପଞ୍ଚମୀ (ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ) ପର୍ଯ୍ୟନ୍ତ ଦୁଇ ମାସ କାଳ ଶୀତ ବସ୍ତ୍ର ଲାଗି
Read More...

ପୁରୀରେ ଡଗ୍‌ ସୋ’ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ୍‌ ସୋ' ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରଶିକ୍ଷଣ ନେଇଥିବା କୁକୁରମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ
Read More...

ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ୧୬ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ବିଶ୍ୱକପ ଟ୍ରଫି ସମଗ୍ର ରାଜ୍ୟ
Read More...

ଚାଖି ଖୁଣ୍ଟିଆ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଶାମ୍ବ ଦଶମୀ ତିଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶପ୍ରେମୀ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ତା.୧.୧.୨୦୨୩ ରିଖରେ ଶାମ୍ବ ଦଶମୀ ପଡୁଛି ଓ ସେହିଦିନ ଚାଖି ଖୁଣ୍ଟିଆଙ୍କ ୨୦୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଓ ଚାଖି ଖୁଣ୍ଟିଆ ସ୍ମୃତି
Read More...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେବ । ଏଣୁ କୋଠଭୋଗ ରୋଷଘରେ ନୂଆ ଚୁଲି ତିଆରି ହୋଇଛି । ମହାସୁଆରମାନେ ଏହାକୁ ତିଆରି କରିଛନ୍ତି । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଏହି ପହିଲି ଭୋଗ । ପହିଲି ଭୋଗରେ ବିରି,
Read More...

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ନୂତନ ସଭାପତି ଭାବେ ଡ. ଅଶୋକ କୁମାର ମହାନ୍ତି ମନୋନୀତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ସଂ-୨୮୨୧୪/ଏଚ୍ ଇ, ତା-୧୦-୦୯-୨୦୨୦ ଜରିଆରେ ସଂଶୋଧିତ ଓଡିଶା ଶିକ୍ଷା ନିୟମ ୧୯୯୧, ନିୟମ-୨୫ ଅନୁଯାୟୀ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରତିଷ୍ଠା, ଅନୁମୋଦନ ଓ ପରିଚାଳନାଗତ ନିଷ୍ପତ୍ତି
Read More...

ନବକଳେବର ରୋଡ୍‌ରେ ଭୟାବହ ଅଗ୍ନିକାଣ୍ଡ : କୋଟିଏ ଟଙ୍କାର କାଠ କଷ୍ଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସହରର ତାଳବଣିଆ ଥାନା ଅଧୀନ ନବକଳେବର ରୋଡ୍‌ ସ୍ଥିତ ଜଗନ୍ନାଥ ଟିମ୍ବରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତିରେ ଏହି କାଠ ଅଡ଼ାରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାରୁ ଅଧିକ କାଠ ପୋଡ଼ି ଯାଇଥିବା ସୂଚନା ମିଳିଛି ।
Read More...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

୧୨ଟି ବିଷୟ ଉପରେ ହେବ ଆଲୋଚନା ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯାଇଛି । ପୁରୀ ଗଜପତି ମହାରାଜା ଅଧ୍ୟକ୍ଷତା କରୁଥିବା ଏହି ବୈଠକ ଏଜେଣ୍ଡାରେ ୧୨ଟି ପ୍ରସଙ୍ଗ ସ୍ଥାନୀତ ହୋଇଛି । ମହାପ୍ରଭୁଙ୍କ ଜମି ବିକ୍ରି ଠାରୁ ଆରମ୍ଭ କରି
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ରହ୍ମଗିରି ବ୍ଲକ ତରମାଳ ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୨୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଠାରୁ ବାଲିଘାଇ ଶଙ୍ଖ
Read More...