ସ୍ୱର୍ଣ୍ଣ ପଦକ ବିଜୟୀ ବଡି ବିଲଡରଙ୍କୁ ସମ୍ବର୍ଦ୍ଧନା
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ବଡି ବିଲଡିଙ୍ଗ ଚମ୍ପିୟାନସିପର ୭୫ ରୁ ୮୦ କି.ଗ୍ରା. ବର୍ଗରେ ପୁରୀର ଦିବ୍ୟ ଶୁଭ୍ରାଶିଷ ଚିନାରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।!-->…
Read More...
Read More...