ତମାଖୁ ଚାଷୀଙ୍କୁ ଆଶ୍ୱସ୍ତି : ଚାଷୀ ପଞ୍ଜୀକରଣ ଏବଂ ବାର୍ଣ୍ଣ ଲାଇସେନ୍ସ ପାଇଁ ବୈଧତା ୩ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର
● ଓଡ଼ିଶା ସମେତ ୪ ରାଜ୍ୟର ଚାଷୀ ହେବେ ଉପକୃତ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ଭର୍ଜିନିଆ ତମାଖୁ ଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସର ଅବଧିକୁ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ପୂର୍ବରୁ ଏହାକୁ ପ୍ରତି ଏକ ବର୍ଷରେ ଥରେ ନବୀକରଣ କରିବାକୁ ପଡ଼ୁଥିଲା!-->!-->!-->…
Read More...
Read More...