Browsing Tag

pib news

ମନ୍ତ୍ରୀ ମଣ୍ଡଳ ସହିତ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମନ୍ତ୍ରିମଣ୍ଡଳ ସହିତ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳକୁ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟ…
Read More...

ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣାପତ୍ର ଦାଖଲ…

୧୮ ଜୁନ୍, ୨୦୨୪ରୁ ସମସ୍ତ ନୂଆ ବିଜ୍ଞାପନ ପାଇଁ ସ୍ୱ-ଘୋଷଣା ପ୍ରମାଣପତ୍ର ବାଧ୍ୟତାମୂଳକ ହେବଟିଭି / ରେଡିଓ ବିଜ୍ଞାପନ ପାଇଁ ବିଜ୍ଞାପନଦାତାମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବେପ୍ରିଣ୍ଟ ଓ ଡିଜିଟାଲ୍ ମିଡିଆ ବିଜ୍ଞାପନ…
Read More...

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ସଚିବ ସଞ୍ଜୟ ଜାଜୁ ଏବଂ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଟି-୨୦ ବିଶ୍ୱକପ୍ ପାଇଁ ସ୍ୱତନ୍ତ୍ର ସଙ୍ଗୀତ ଓ ପ୍ରମୋର ଶୁଭାରମ୍ଭ କରିଛନ୍ତିପ୍ୟାରିସ ଅଲିମ୍ପିକ୍ସ ଗେମ୍ସ ୨୦୨୪ ଏବଂ ୱିମ୍ବଲଡନ ୨୦୨୪ ସମେତ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟର ପ୍ରସାରଣ କରିବ ଦୂରଦର୍ଶନ …
Read More...

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନଙ୍କ ଆଇଏନ୍‌ଏସ୍‌ ଚିଲିକା ପରିଦର୍ଶନ

ନୂଆଦିଲ୍ଲୀ, (ପିଆଇବି) : ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍‌) ଅନୀଲ ଚୌହାନ ୧ ଜୁନ୍, ୨୦୨୪ ତାରିଖ ଦିନ ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ ଗଠନ କରିବାରେ…
Read More...

କନ୍ୟାକୁମାରୀରେ ସାଧନାରୁ ଜନ୍ମ ନେଲା ନୂଆ ସଂକଳ୍ପ : ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି):ମୋର ପ୍ରିୟ ଦେଶବାସୀଗଣ,ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଜୁନ୍ ପହିଲାରେ ପୂରଣ ହେଉଛି । କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି । କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି । ଅନେକ…
Read More...

ପ୍ରଥମ ୪ଟି ପର୍ଯ୍ୟାୟରେ ୬୬.୯୫% ମତଦାନ

ଏପର୍ଯ୍ୟନ୍ତ ଭୋଟ୍ ଦେଇଛନ୍ତି ୪୫୧ ନିୟୁତ ଲୋକଆଗାମୀ ପର୍ଯ୍ୟାୟଗୁଡ଼ିକରେ ମତଦାତାଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଆୟୋଗଙ୍କ ଆହ୍ୱାନଅବଶିଷ୍ଟ ୩ଟି ପର୍ଯ୍ୟାୟରେ ମତଦାତାଙ୍କୁ ସୂଚନା, ପ୍ରେରଣା ଓ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି, ଏ ଦିଗରେ ପଦକ୍ଷେପ ନେବାକୁ ସିଇଓଙ୍କୁ…
Read More...

ନାଗରିକତା ନିୟମ, ୨୦୨୪ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

କେନ୍ଦ୍ର ଗୃହ ସଚିବ ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ନୂଆଦିଲ୍ଲୀ , (ପିଆଇବି) : ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା…
Read More...

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନ ପାଇଁ ୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ୧୭.୭ କୋଟି ମତଦାତାଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ଟି ବିଧାନସଭା ଆସନ ପାଇଁ ମଧ୍ୟ ହେବ ମତଦାନନିର୍ବାଚନ ଦିନ ଗ୍ରୀଷ୍ମ…
Read More...

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାଗ ନେବ ଭାରତ

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପାଳିତ ହେବ 'ଭାରତ ପର୍ବ'ଏନ୍‌ଆଇଡି, ଅହମ୍ମଦାବାଦ ଦ୍ୱାରା ଡିଜାଇନ୍ ଭାରତ ମଣ୍ଡପ କ୍ରିଏଟ୍ ଇନ୍ ଇଣ୍ଡିଆର ଚଳିତ ବର୍ଷର ଥିମକୁ ଦର୍ଶାଇବା ପାଇଁ ‘ଦି ସୂତ୍ରଧର’ ନାମ ଦିଆଯାଇଛି୩୦ ବର୍ଷ ପରେ ପାୟଲ କପାଡ଼ିଆଙ୍କ 'ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍'…
Read More...

ଆଇଇଭିପିର ଅଂଶବିଶେଷ ଭାବେ ୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

• ୨୦୨୪ ସାଧାରଣ ନିର୍ବାଚନ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ• ସାଧାରଣ ନିର୍ବାଚନ ସମୟରେ ସ୍ୱଚ୍ଛତା, ବିଶ୍ୱସନୀୟତା ଏବଂ ସାମଗ୍ରିକତା ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସର ଏକ ଅଂଶ ଇଏଭିପି ନୂଆଦିଲ୍ଲୀ, (ପିଆଇବି) : ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ…
Read More...