Browsing Tag

pib news

ଅହମ୍ମଦାବାଦରେ ଆଜି ସିଏଏ ଅଧୀନରେ ୧୮୮ ଜଣ ଶରଣାର୍ଥୀ ଭାଇ ଓ ଭଉଣୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କଲେ କେନ୍ଦ୍ର…

ସିଏଏ କେବଳ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବା ପାଇଁ ଏକ ଆଇନ ନୁହେଁ, ବରଂ ସେମାନଙ୍କୁ ନ୍ୟାୟ ଏବଂ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟଯେଉଁମାନଙ୍କୁ ପୂର୍ବରୁ ଶରଣାର୍ଥୀ କୁହାଯାଉଥିଲା, ସେମାନେ ଆଜିଠାରୁ ଭାରତ ମାତାଙ୍କ ପରିବାରରେ ସାମିଲ ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି…
Read More...

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୩.୦ର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ

ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଭବ୍ୟ ସ୍ୱାଗତଗତ ଦୁଇଟି ଶିଖର ସମ୍ମିଳନୀରେ ମୁଁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଥିଲିମୁଁ ବହୁତ ଖୁସି ଯେ, ଚଳିତ ବର୍ଷ ଭାରତରେ ସାଧାରଣ…
Read More...

ମଙ୍କିପକ୍ସ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି…

ଏହି ରୋଗର ପ୍ରସାରକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ ନୂଆଦିଲ୍ଲୀ, (ପିଆଇବି) : ୧୪ ଅଗଷ୍ଟ ୨୦୨୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମଙ୍କିପକ୍ସକୁ…
Read More...

ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ…

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଗଠନ ହେବ ଏକ କମିଟି ନୂଆଦିଲ୍ଲୀ, (ପିଆଇବି) : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ…
Read More...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ୭୮ତମ ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା କଲେ ୨ ନେତାଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀବନ୍ଧକ ମୁକ୍ତ କରିବା, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକ ସହାୟତା ପାଇଁ…
Read More...

ଆଇଏନ୍ଏସ୍ ଚିଲିକାର ନୂଆ କମାଣ୍ଡିଂ ଅଫିସରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ନୌସେନାର ଆଇଏନ୍ଏସ୍ ଚିଲିକାରେ ୨୩ତମ କମାଣ୍ଡିଂ ଅଧିକାରୀ ଓ ଷ୍ଟେସନ୍ କମାଣ୍ଡର୍ ଭାବେ କୋମୋଡର୍ ବି ଦୀପକ ଅନୀଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସେ ବିଦାୟୀ କୋମୋଡର ଏନ୍‌.ପି ପ୍ରଦୀପଙ୍କ ଠାରୁ ଏକ ଆନୁଷ୍ଠାନିକ ପ୍ୟାରେଡ୍…
Read More...

୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଆତ୍ତମକୁ ମିଳିଲା ଶ୍ରେଷ୍ଠ ଫିଚର୍ ଚଳଚ୍ଚିତ୍ର ପୁରସ୍କାରଆୟେନା (ଆଇନା)କୁ ମିଲିଲା ଶ୍ରେଷ୍ଠ ଅଣଫିଚର୍ ଫିଲ୍ମ ପୁରସ୍କାରମର୍ମର୍ସ ଅଫ୍ ଦ ଜଙ୍ଗଲକୁ ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର‘କାନ୍ତାରା’ରେ ମୁଖ୍ୟ ଭୂମିକା ପାଇଁ ରିଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ…
Read More...

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ ଟେଲିଫୋନ୍ କଲ୍ ପାଇଲେ ପ୍ରଧାନମନ୍ତ୍ରୀ

ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀପ୍ରଫେସର ୟୁନୁସ୍ ବାଂଲାଦେଶର ହିନ୍ଦୁ ତଥା ସମସ୍ତ…
Read More...

ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ୍-୦୮ ପଠାଇଲା ଇସ୍ରୋ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗତକାଳି ସକାଳ ୯ଟା ୧୭ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ଉତକ୍ଷେପଣ ଯାନ (ଏସ୍ଏସ୍ଏଲ୍‌ଭି)-ଡି୩ ଜରିଆରେ ନବୀନତମ ପୃଥିବୀ ଅବଲୋକନ ଉପଗ୍ରହ…
Read More...

୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ…
Read More...