Browsing Tag

pib news

କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ…

ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସହ ଚଳଚ୍ଚିତ୍ର ପ୍ରଦର୍ଶନ ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକାଚଳଚ୍ଚିତ୍ର ଅନୁଭୂତି ପାଇଁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ସକାଶେ ସୁଗମତା ସୃଷ୍ଟି ହେଉଛି ଏକ ସମାବେଶୀ ସମାଜର ଅବିଚ୍ଛେଦ୍ୟ ଅଙ୍ଗ : ଡକ୍ଟର ଗିରିଶ…
Read More...

ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା

'ଆମର ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରିସେଟ୍ କାର୍ଯ୍ୟକ୍ରମ- କେନ୍ଦ୍ରମନ୍ତ୍ରୀଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ…
Read More...

ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତିର ତଦନ୍ତ କରିବ ଯୁଗ୍ମ କମିଟି

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଯେଉଁଥିରେ ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଦୁର୍ଭାଗ୍ୟଜନକ…
Read More...

କେନ୍ଦ୍ରୀୟ ଯୋଜନା ‘କୃଷି ଭିତ୍ତିଭୂମି ପାଣ୍ଠି’ର କ୍ରମିକ ସଂପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି । ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ,…
Read More...

ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ନୋଡ୍ / ସହରକୁ କ୍ୟାବିନେଟ୍ ମଞ୍ଜୁରୀ

ଭାରତ ଖୁବଶୀଘ୍ର ସୁବର୍ଣ୍ଣ ଚତୁର୍ଭୁଜ ଉପରେ ଆଧାରିତ ଶିଳ୍ପ ସ୍ମାର୍ଟ ସିଟିର ଏକ ବିଶାଳ ଶୃଙ୍ଖଳା ସ୍ଥାପନ କରିବଭାରତର ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସରକାର ୨୮,୬୦୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି'ପ୍ଲଗ୍-ଏନ୍-ପ୍ଲେ' ଏବଂ 'ୱାକ୍-ଟୁ-ୱାର୍କ'…
Read More...

ଦୁଇଟି ନୂଆ ରେଳ ଲାଇନ୍‌ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

ସୁନ୍ଦରଗଡ଼ର ସରଡେଗା ଓ ଛତିଶଗଡ଼ର ଭାଲୁମୁଡ଼ା ମଧ୍ୟରେ ନୂଆ ଡବଲ୍‌ ଲାଇନ୍‌ ଏବଂ ବରଗଡ଼ ରୋଡ- ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନକୁ ମଞ୍ଜୁରି ଓଡ଼ିଶା ସମେତ ଉପକୃତ ହେବେ ୪ ରାଜ୍ୟନୂଆ ରେଳ ପ୍ରକଳ୍ପ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରାକୁ ସହଜ କରିବ; ଲଜିଷ୍ଟିକ୍ ଖର୍ଚ୍ଚ ଓ ତୈଳ ଆମଦାନୀ…
Read More...

ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୋଟି କୋଟି ଲୋକ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଆର୍ଥିକ ଅର୍ନ୍ତଭୁକ୍ତିକରଣରେ ସାମିଲ କରିବା ଏବଂ ସମ୍ମାନ ଦେବାରେ ଜନ ଧନ ଯୋଜନା ସର୍ବାଗ୍ରେ ରହିଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ…
Read More...

ସଫଳ ରୂପାୟନର ଏକ ଦଶନ୍ଧି ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିୱାଇ) – ଜାତୀୟ ଆର୍ଥିକ…

ପିଏମ୍‌ଜେଡିୱାଇ ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଜନଧନ-ମୋବାଇଲ-ଆଧାରକୁ ସଂଯୋଗ କରି ସମ୍ମତି ଭିତ୍ତିକ ପାଇପଲାଇନ ଆର୍ଥିକ…
Read More...

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ-ରୁଷ ସ୍ୱତନ୍ତ୍ର ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତିପ୍ରଧାନମନ୍ତ୍ରୀ ତାଙ୍କ ୟୁକ୍ରେନ୍ ଗସ୍ତର ସୂଚନା ସେୟାର କରିଛନ୍ତି ଏବଂ ରୁଷ-ୟୁକ୍ରେନ୍ ସଂଘର୍ଷ ସମାଧାନର ବାଟ ଭାବରେ ଆଲୋଚନା ଏବଂ କୂଟନୀତିକୁ ଦୋହରାଇଛନ୍ତି ନୂଆଦିଲ୍ଲୀ,…
Read More...

ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଅନୁସରଣ କରି ଗୃହ…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୫ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ସୁଦୃଢ଼ କରିବାର ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ…
Read More...