ଉଦୀୟମାନ ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଚୀନକୁ ଟପିଲା ଭାରତ
ନୂଆଦିଲ୍ଲୀ, (ପିଆଇବି) : ୨୦୨୪ ସେପ୍ଟେମ୍ବରରେ ଏମ୍ଏସ୍ସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କ (ଏମ୍ଏସ୍ସିଆଇଇଏମ୍ ଆଇଏମ୍ଆଇ)ରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି । ଏମ୍ଏସ୍ସିଆଇ ଇଏମ୍ ଆଇଏମ୍ଆଇରେ ଭାରତର!-->…
Read More...
Read More...