ରାଷ୍ଟ୍ରପତି ଭବନରେ ରଜ ପର୍ବ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁନ୍ ୧୪, ୨୦୨୪) ରାଷ୍ଟ୍ରପତି ଭବନରେ ଆୟୋଜିତ ରଜ ପର୍ବ ଉତ୍ସବରେ ଯୋଗ ଦେଇଛନ୍ତି । ସେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ରଜ ଶୁଭେଚ୍ଛା ସହିତ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ!-->…
Read More...
Read More...