Browsing Tag

pib news

ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଲାଗି ଗ୍ରାମାଞ୍ଚଳରେ ଜୀବନଧାରଣମାନରେ ଉନ୍ନତି ଆଣିବା ଉପରେ ସରକାରଙ୍କ…

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛିଡିଏୱାଇ-ଏନଆରଏଲଏମ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ଗରିବ ପରିବାରକୁ ୯୦.୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଯୋଗ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ୯.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତିମନରେଗା
Read More...

ଆର୍ଥିକ ସର୍ବେକ୍ଷଣ 2024-25ର ମୁଖ୍ୟାଂଶ

● ଆର୍ଥିକ ବର୍ଷ 2025ରେ ଭାରତର ପ୍ରକୃତ ଜିଡିପି ଏବଂ ଜିଭିଏ ଅଭିବୃଦ୍ଧି ହାର 6.4 ପ୍ରତିଶତ ରହିବା ନେଇ ପୂର୍ବାନୁମାନ● ଆର୍ଥିକ ବର୍ଷ 2026ରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର 6.3 ଏବଂ 6.8 ପ୍ରତିଶତ ମଧ୍ୟରେ ରହିବ● ମଧ୍ୟମ ଧରଣର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ
Read More...

ଯୁବଗୋଷ୍ଠୀଙ୍କ ମାନସିକ ସ୍ୱାସ୍ଥ୍ୟ ଚଳାଇବ ଭବିଷ୍ୟତର ଅର୍ଥବ୍ୟବସ୍ଥା

ଜୀବନ ଶୈଳୀ, କାର୍ଯ୍ୟସ୍ଥଳ ସଂସ୍କୃତି ଏବଂ ପାରିବାରିକ ପରିସ୍ଥିତିର ଉତ୍ପାଦକତା ନିମନ୍ତେ ମହତ୍ତ୍ୱପୂର୍ଣ୍ଣବେଳେବେଳେ ବ୍ୟାୟମ କରିବା, ସୋସିଆଲ୍ ମିଡିଆରେ ଅଧିକ ସମୟ ବ୍ୟୟ କରିବା କିମ୍ବା ନିଜର ପରିବାରଙ୍କ ସହିତ ଘନିଷ୍ଠ ନହେବା ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକମାନସିକ ସ୍ୱାସ୍ଥ୍ୟ
Read More...

ଶିଳ୍ପ : ବ୍ୟବସାୟିକ ସଂସ୍କାର ଉପରେ ଗୁରୁତ୍ୱ

୨୦୨୫ ଆର୍ଥିକ ବର୍ଷରେ ବିଦ୍ୟୁତ ଓ ନିର୍ମାଣ କ୍ଷେତ୍ରରେ ଉତ୍ତମ ଅଭିବୃଦ୍ଧି ଯୋଗୁଁ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିବ : ଅର୍ଥନୈତିକ ସର୍ଭେ ୨୦୨୪-୨୫ମୋଟର ଯାନ, ଇଲେକ୍ଟ୍ରୋନିକ୍ସ ଏବଂ ଔଷଧ ଭଳି ଉପଭୋକ୍ତା କେନ୍ଦ୍ରୀତ କ୍ଷେତ୍ର ଅଭିବୃଦ୍ଧି ଚାଳକ ଭାବେ ଉଭା ହୋଇଛି ।ଗୃହ
Read More...

ଆର୍ଥିକ ସର୍ବେକ୍ଷଣ ୨୦୨୪-୨୫ର ସାରାଂଶ

• ଆର୍ଥିକ ବର୍ଷ ୨୦୨୬ରେ ଭାରତର ଜି.ଡି.ପି. ଅଭିବୃଦ୍ଧି ୬.୩%ରୁ ୬.୮% ରହିବା ନେଇ ଆକଳନ• ୨୦୨୫ ଆର୍ଥିକ ବର୍ଷରେ ବାସ୍ତବ ଜି.ଡି.ପି. ଅଭିବୃଦ୍ଧି ୬.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା ଏହାର ଦଶକୀୟ ହାରାହାରୀର ନିକଟତର• ଆର୍ଥିକ ବର୍ଷ ୨୦୨୫ରେ ବାସ୍ତବ ମୋଟ ମୂଲ୍ୟ ସଂଯୋଜନ-
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା
Read More...

ସଂସଦକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ମାନ୍ୟବର ସଦସ୍ୟଗଣ,ସଂସଦର ଏହି ଅଧିବେଶନକୁ ସମ୍ବୋଧିତ କରିବା ମୋତେ ବହୁତ ଆନନ୍ଦ ଦେଇଛି ।ଦୁଇ ମାସ ପୂର୍ବେ, ଆମେ ଆମର ସମ୍ବିଧାନ ଲାଗୁ ହେବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ପୂର୍ବରୁ ଭାରତୀୟ ଗଣତନ୍ତ୍ର ଏହାର ୭୫ ବର୍ଷ ଯାତ୍ରା ସମାପ୍ତ କରିଥିଲା । ଏହା ଗଣତନ୍ତ୍ରର ଜନନୀ
Read More...

ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି :…

ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଏଭଳି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନେ ଆଗକୁ ବଢିବାକୁ ସର୍ବୋତ୍ତମ ସୁଯୋଗ ପାଇଥାନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା
Read More...

ପ୍ରତିକୂଳ ବିଶ୍ୱ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ
Read More...

ସହନକ୍ଷମତା ଦେଖାଇଛି ଭାରତର କୃଷି କ୍ଷେତ୍ର, ୨୦୧୭ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି…

ଗତ ଦଶନ୍ଧିରେ କୃଷି ଆୟ ବାର୍ଷିକ ୫.୨୩ ପ୍ରତିଶତ ହାରରେ ବୃଦ୍ଧି ପାଇଛିଆନୁଷଙ୍ଗିକ କ୍ଷେତ୍ର କୃଷି ବିକାଶର ବାହକ ପାଲଟିଛି : ଅର୍ଥନୈତିକ ସର୍ଭେ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଭାରତର
Read More...