Browsing Tag

pib news

ସମବାୟ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର ଚାଷୀ ଏବଂ ଗ୍ରାମାଞ୍ଚଳର ହିତ ପାଇଁ ସମବାୟ ମନ୍ତ୍ରଣାଳୟ ଗଠନ କରି 'ସମବାୟ ମାଧ୍ୟମରେ ସମୃଦ୍ଧି'ର ମନ୍ତ୍ର ଦେଇଥିଲେଖୁବ୍ ଶୀଘ୍ର PACS ବିମାନ ଟିକେଟ୍ ମଧ୍ୟ ବିକ୍ରି କରିପାରିବେତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ବିଲ୍ ଖୁବ୍ ଶୀଘ୍ର
Read More...

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା ଲଖନପୁର ଛାତ୍ରୀଙ୍କ ସହ କଥା ହେଲେ…

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରୀତି ବିଶ୍ୱାଳର ଚିନ୍ତାଧାରା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି- ଧର୍ମେନ୍ଦ୍ର ପ୍ରଧାନଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପ୍ରୀତି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଷୟ କେନ୍ଦ୍ରିକ ଥିଲାଛାତ୍ରଛାତ୍ରୀ
Read More...

ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି । ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ
Read More...

ଆଇଆଇଟି ଭୁବନେଶ୍ୱରର ସପ୍ତଦଶ ପ୍ରତିଷ୍ଠା ଦିବସ ପାଳିତ

"ଆମେ ଏପରି ଜ୍ଞାନ ସୃଷ୍ଟି କରିବା ଯାହା ବିଶ୍ୱକୁ ସୂଚନା ଦେବ ଏବଂ ସକାରାତ୍ମକ ଭାବେ ରୂପାନ୍ତରିତ କରିବ": ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଭୁବନେଶ୍ୱର, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏହାର ସପ୍ତଦଶ ପ୍ରତିଷ୍ଠା ଦିବସ
Read More...

ୱେଭ୍ସ ସମ୍ପର୍କିତ ବୌଦ୍ଧିକ ଆଲୋଚନା ଚକ୍ର ଏବଂ ଦସ୍ତଖତ ଅଭିଯାନ ଆୟୋଜିତ

● ୱେଭସ୍ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଅଭିବୃଦ୍ଧି ଏବଂ ବୈଶ୍ୱିକ ପ୍ରସାରରେ ଯୋଗଦାନ କରିବ: ଅଖିଳ ମିଶ୍ର, ଏଡିଜି, ପିଆଇବି ନୂଆଦିଲ୍ଲୀ, (ପିଆଇବି) : ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପକୁ ଆହୁରି ବ୍ୟାପକ କରିବା ଏବଂ ବିଶ୍ୱସ୍ତରରେ ଏହାର ପ୍ରଭାବ ବୃଦ୍ଧି କରିବା
Read More...

ଜାମ୍ମୁ-କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର 'ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର "ପାଇଁ ପ୍ରତିବଦ୍ଧଆତଙ୍କବାଦ-ପାଣ୍ଠି ଯୋଗାଣ ଉପରେ ନଜର ରଖିବା, ନିଶା-ଆତଙ୍କ ମାମଲା ଉପରେ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ସମଗ୍ର ଆତଙ୍କୀ ଇକୋସିଷ୍ଟମକୁ ଧ୍ୱଂସ କରିବା ମୋଦୀ ସରକାରଙ୍କ
Read More...

୨୦୨୫ ମହାକୁମ୍ଭ ମେଳାରେ ୪୫ କୋଟି ଭକ୍ତ

ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗରମର ସାକ୍ଷୀ ମହାକୁମ୍ଭ ୨୦୨୫ ନୂଆଦିଲ୍ଲୀ, (ପିଆଇବି) : ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି । ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫
Read More...

ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଭାଷଣ

ମହାମହିମ,ବନ୍ଧୁଗଣ,ମୁଁ ଏକ ସରଳ ପରୀକ୍ଷଣରୁ ଆରମ୍ଭ କରୁଛି ।ଯଦି ଆପଣ ଏକ ଏଆଇ ଆପରେ ଆପଣଙ୍କ ଡାକ୍ତରୀ ରିପୋର୍ଟ ଅପଲୋଡ୍ କରନ୍ତି, ତେବେ ଏହା କୌଣସି କଷ୍ଟକର ଶବ୍ଦ ବ୍ୟବହାର ନକରି ସରଳ ଭାଷାରେ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବର୍ଣ୍ଣନା କରିପାରେ । କିନ୍ତୁ, ଯଦି ଆପଣ ସେହି ଆପ୍‌କୁ ଜଣେ ବାମ
Read More...

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଗୃହ…

• ମୋଦିଜୀଙ୍କ ନେତୃତ୍ୱରେ ଦେଶ ଏକ ‘ଡିଜିଟାଲ ବିପ୍ଳବ'ର ସାକ୍ଷୀ ପାଲଟିଛି, ସାଇବର ସୁରକ୍ଷାଜନିତ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଜଣେ ଏହାର ଆକାର ଏବଂ ପରିମାଣକୁ ବୁଝିବା ଆବଶ୍ୟକ• ସାଇବର ଅପରାଧ ରୋକିବା ପାଇଁ ଜାଲ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ କାର୍ଯ୍ୟକ୍ଷମ
Read More...

ମହାକୁମ୍ଭ ୨୦୨୫ରେ ଭକ୍ତମାନେ ଯେପରି ସହଜରେ ଆସିପାରିବେ ଏବଂ ଫେରି ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଭାରତୀୟ…

• ପ୍ରୟାଗରାଜ ଜଙ୍କସନ ସମେତ ପ୍ରୟାଗରାଜ ଅଞ୍ଚଳର ସମସ୍ତ ଆଠଟି ଷ୍ଟେସନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ; ତୀର୍ଥଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ ରେଳବାଇ ରବିବାର ଦିନ ୩୩୦ଟି ଟ୍ରେନ୍ ଏବଂ ଆଜି ଅପରାହ୍ଣ ୩ଟା ସୁଦ୍ଧା ୨୦୧ଟି ଟ୍ରେନ୍ ଚଳାଉଛି• ଫେବୃଆରୀ ୧୨ ତାରିଖ ମାଘୀ ପୂର୍ଣ୍ଣିମାରେ
Read More...