Browsing Tag

pib news

‘ୱାନ୍ ନେସନ୍-ଓ୍ଵାନ୍ ପୋର୍ଟ’ର ଶୁଭାରମ୍ଭ କରିଛନ୍ତି ସର୍ବାନନ୍ଦ ସୋନୋଓ୍ଵାଲ
ଏହା ଦ୍ୱାରା ବ୍ୟବସାୟରେ

"ଭାରତର ସାମୁଦ୍ରିକ ପହଂଚକୁ ବିସ୍ତାର କରିବ, ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ ଭାରତ ପୋର୍ଟସ୍ ଗ୍ଲୋବାଲ କନସୋର୍ଟିୟମ" : ସୋନୋୱାଲମୈତ୍ରୀ ଲୋଗୋ ଉନ୍ମୋଚନ କଲେ ସୋନୋୱାଲ; ନିରବଚ୍ଛିନ୍ନ 'ଭର୍ଚୁଆଲ୍ ଟ୍ରେଡ୍ କରିଡର' ପାଇଁ ଏଆଇ ଏବଂ ବ୍ଲକ୍ ଚେନ୍
Read More...

ମଧ୍ୟପ୍ରଦେଶର ଚିତ୍ରକୂଟରେ ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତି ଦିବସ ସମାରୋହକୁ…

ନାନାଜୀ ତାଙ୍କ କଠିନ ପରିଶ୍ରମ ଦ୍ୱାରା ରାଜନୀତିରେ ଏପରି ଆଦର୍ଶ ପ୍ରତିଷ୍ଠା କରିଛନ୍ତି, ଯାହା ଆଗାମୀ ପୀଢ଼ି ପାଇଁ ଆଦର୍ଶ ହୋଇ ରହିବଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ନାନାଜୀ ଦେଶମୁଖ ପଣ୍ଡିତ ଦୀନଦୟାଲଙ୍କ 'ଅନ୍ତ୍ୟୋଦୟ "ନୀତିକୁ କାର୍ଯ୍ୟକାରୀ କରିଥିଲେନାନାଜୀଙ୍କ ପ୍ରୟାସ ଦେଶର
Read More...

ମେକ୍ ଦ ଓ୍ୱାର୍ଲ୍ଡ ୱିୟର୍ ଖଦି ଚାଲେଞ୍ଜ : ଭାରତର ପ୍ରସିଦ୍ଧ ଖଦି ବସ୍ତ୍ରକୁ ବିଶ୍ୱସ୍ତରରେ ପ୍ରଚାରିତ କରିବା ଲାଗି ଏକ…

ନୂଆଦିଲ୍ଲୀ, (ପିଆଇବି) : ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦି ଅଭିଯାନ’ର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ବୟନଶିଳ୍ପ ଐତିହ୍ୟକୁ ବିଶ୍ୱ ଫ୍ୟାଶନ ଧାରା ସହିତ ମିଶ୍ରଣ କରିବା, ଯାହା ବିଜ୍ଞାପନ ଏବଂ ମୁକ୍ତବୃତ୍ତିର ପେସାଦାରମାନଙ୍କୁ ଏକ ରୋମାଞ୍ଚକର ଆହ୍ୱାନ ପ୍ରଦାନ କରିଥାଏ । ପ୍ରଥମ ବିଶ୍ୱ ଅଡିଓ
Read More...

ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ପ୍ରତିଯୋଗିତା : ସ୍ଥାନୀୟ ପ୍ରଭାବକୁ ବଢ଼ାଇବାକୁ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ଅଡିଓ ଭିଜୁଆଲ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ)ର କ୍ରିଏଟ୍ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଗୋଷ୍ଠୀ ରେଡିଓ କଣ୍ଟେଣ୍ଟ ବା ପ୍ରସାରଣ ବିଷୟବସ୍ତୁ ପ୍ରତିଯୋଗିତା ଆୟୋଜନ କରାଯାଉଛି । ପ୍ରତିଯୋଗିତା ପାଇଁ ପଞ୍ଜିକରଣର ଶେଷ ତାରିଖ ଫେବୃଆରୀ ୨୮ ତାରିଖ ଥିବା ବେଳେ
Read More...

ପୁରୀରେ ଅନୁଷ୍ଠିତ ହେବ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ୯ମ ଜାତୀୟ…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ନୂଆଦିଲ୍ଲୀ, (ପିଆଇବି) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ଫେବୃଆରି ୨୮ ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର
Read More...

ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନର ୧୦ତମ ବାର୍ଷିକ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭାଷା ଭିତ୍ତିକ ଶିକ୍ଷା ଏକ ବିଶ୍ୱସ୍ତରୀୟ ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନୟୁନେସ୍କୋର ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ ୨୦୧୬ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦% ଲୋକ ଯେଉଁ ଭାଷା ବୁଝନ୍ତି ସେହି ଭାଷାରେ ଶିକ୍ଷା ପାଇ ପାରୁନାହାନ୍ତିଆମର ବିବିଧ ଭାଷା ହେଉଛି ଆମର ସବୁଠାରୁ ବଡ଼ ଶକ୍ତିଜାତୀୟ
Read More...

୨୦୨୫ ମହାକୁମ୍ଭରେ ଯୋଗଦାନ ପାଇଁ ରେଳ କର୍ମଚାରୀମାନଙ୍କୁ ପ୍ରଶଂସା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଭାରତୀୟ ରେଳବାଇ ସଫଳତାର ସହ ୧୬,୦୦୦ରୁ ଅଧିକ ଟ୍ରେନ୍ ପରିଚାଳନା କରିଛି, ଯାହା ୪.୫ କୋଟିରୁ ଅଧିକ ଭକ୍ତଙ୍କ ପାଇଁ ଯାତ୍ରା ସୁବିଧା ପ୍ରଦାନ କରିଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ
Read More...

ଏକତାର ମହାକୁମ୍ଭ – ନୂଆ ଯୁଗର ଆରମ୍ଭ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହୋଇଛି । ଏକତାର ଏକ ବିଶାଳ ମହାଯଜ୍ଞ ସମ୍ପନ୍ନ ହୋଇଛି । ଗୋଟିଏ ରାଷ୍ଟ୍ରର ଚେତନା ଜାଗ୍ରତ ହେଲେ, ଶହ ଶହ ବର୍ଷ ପୁରୁଣା ପରାଧୀନତାର ମାନସିକତାରୁ ମୁକ୍ତ ହେଲେ, ଦେଶରେ ନୂତନ ଶକ୍ତିର ସଂଚାର
Read More...

ମହାକୁମ୍ଭର ସମାପନ ହୋଇଛି; ‘ଏକତା ମହାଯଜ୍ଞ’ର ପରିସମାପ୍ତି ଘଟିଛି

● ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏକତ୍ରିତ ହେବା ବାସ୍ତବରେ ଅଭୂତପୂର୍ବ ! : ପ୍ରଧାନମନ୍ତ୍ରୀ● ଆଜି ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ, ଦେଶ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି; ଏହା ହେଉଛି ପରିବର୍ତ୍ତନର
Read More...

ସୁଡାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ସୁଡାନର ଓମଡୁରମାନ ସହରରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆଜି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । କହିବା ଅନୁସାରେ ସେନା ପକ୍ଷରୁ ଦୁର୍ଘଟଣାରେ
Read More...