Browsing Tag

pib news

ବିଶ୍ୱ ସମୁଦାୟ ନିକଟରେ ଓ୍ୱେଭ୍ସ ସମ୍ମିଳନୀର ବାର୍ତ୍ତା ପହଞ୍ଚାଇବେ ଭାରତ ସରକାର

● ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀରେ ବ୍ୟାପକ ଭାଗିଦାରୀ ଲକ୍ଷ୍ୟ● ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ୱେଭ୍ସର ଲାଭ ବିଷୟରେ ଅବଗତ କରାଇବେ ସରକାର●
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ମରିସସରେ ଅଟଳ ବିହାରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । ଭାରତ-ମରିସସ୍
Read More...

ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମାରୋହ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କମାଣ୍ଡର୍‌ ଅଫ୍‌ ଦ ଅର୍ଡର
Read More...

ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ…

ମରିସସ୍ ରାଷ୍ଟ୍ରପତି,ମହାମହିମ ଧରମବୀର ଗୋକୁଲ ଜୀ,ପ୍ରଧାନମନ୍ତ୍ରୀ ମହାମହିମ ନବୀନ ଚନ୍ଦ୍ର ରାମଗୁଲାମ ଜୀ,ମରିସସର ଭାଇ ଓ ଭଉଣୀମାନେ,ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ । ଏହା ୧୪୦ କୋଟି
Read More...

‘ଜମ୍ମୁ ଓ କାଶ୍ମୀର ଇତ୍ତିହାଦୁଲ ମୁସ୍ଲିମିନ୍’ (ଜେକେଆଇଏମ)’ ଏବଂ ‘ଅୱାମୀ ଆକ୍ସନ କମିଟି (ଏଏସି)’କୁ ବେଆଇନ ଘୋଷଣା କଲେ…

• ଦେଶର ଶାନ୍ତି, ଆଇନ ଏବଂ ସାର୍ବଭୌମତ୍ୱ ବିରୋଧୀ ଗତିବିଧିରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ମୋଦୀ ସରକାର; କହିଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ• ଏହି ସଂଗଠନଗୁଡ଼ିକ ଦେଶ ବିରୋଧୀ ଏବଂ ବିଧ୍ୱଂସକ କାର୍ଯ୍ୟକଳାପରେ ଲିପ୍ତ
Read More...

ନୂଆଦିଲ୍ଲୀଠାରେ ଉତ୍ତର-ପୂର୍ବ ଛାତ୍ର ଏବଂ ଯୁବ ସଂସଦକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର…

ସମୃଦ୍ଧ ସଂସ୍କୃତିରେ ଭରପୂର ଉତ୍ତର-ପୂର୍ବ ହେଉଛି ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ରତ୍ନପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳକୁ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ପରିଣତ କରିଛନ୍ତିପ୍ରତ୍ୟେକ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବା ଉଚିତ;
Read More...

ସୃଜନଶୀଳ ସଂଗୀତ ପ୍ରତିଭାଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ଯୋଗାଇ ଦେବ ଇଡିଏମ୍ ପ୍ରତିଯୋଗିତା

• ଅଂଶଗ୍ରହଣ ଲାଗି ପଞ୍ଜୀକରଣର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫• ୱେଭ୍ସ ସମ୍ମିଳନୀ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଆୟୋଜିତ ହେବ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ ପ୍ରତିଯୋଗିତା ମୁମ୍ବାଇ, (ପିଆଇବି) : ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ବିଶ୍ୱ ଅଡିଓ
Read More...

ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନକୁ ସ୍ୱାଗତ କଲା ପାରାଦୀପ

ନୂଆଦିଲ୍ଲୀ, (ପିଆଇବି) : ସିଆଇଏସ୍ଏଫ୍ ଗ୍ରେଟ୍ ଇଣ୍ଡିଆନ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ଭାରତର ସମୁଦ୍ର କୂଳରେ ନିଜର ୬,୫୫୩ କିଲୋମିଟର ଯାତ୍ରାର ଏକ ଅଂଶ ସ୍ୱରୂପ ୨୦୨୫ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଶାର କୈଥକୋଲାରେ ପହଞ୍ଚିଥିଲା । ପ୍ରଥମେ ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି
Read More...

ମରିସସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ ରାଷ୍ଟ୍ରପତି ଧରମବୀର ଗୋକୁଲଙ୍କୁ ରାଜ ଭବନରେ ସାକ୍ଷାତ କରିଛନ୍ତି । ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ସ୍ୱତନ୍ତ୍ର ଓ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଲାଗି ମତ ବିନିମୟ କରିଥିଲେ । ଏହି
Read More...

ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାମ୍ପଲମୋସେସ୍ର ସାର୍ ସିୱସାଗର୍ ରାମଗୁଲାମ ବୋଟାନିକ୍ ଗାର୍ଡେନ୍‌ରେ ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମାଲ୍ୟାର୍ପଣ ସମାରୋହରେ
Read More...