Browsing Tag

pib news

ବଜାର ଆଧାରିତ ସହରୀ ପରିବର୍ତ୍ତନକୁ ଗତିଶୀଳ କରିବା ପାଇଁ 1 ଲକ୍ଷ କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗତକାଲି ସହରୀ ଚ୍ୟାଲେଞ୍ଜ ପାଣ୍ଠି (ୟୁସିଏଫ)କୁ ମଞ୍ଜୁର କରିଛନ୍ତି । ଏହା ମୋଟ 1 ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବ। ପ୍ରକଳ୍ପ ମୂଲ୍ୟର ସର୍ବନିମ୍ନ 50 ପ୍ରତିଶତ
Read More...

ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ଲାଗିଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍…

ଡିପ୍-ଟେକ୍, ପ୍ରଯୁକ୍ତିବିଦ୍ୟା ଆଧାରିତ ନବୋନ୍ମେଷୀ ଉତ୍ପାଦନ ଷ୍ଟାର୍ଟଅପ୍ ଏବଂ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟର ଷ୍ଟାର୍ଟଅପଗୁଡ଼ିକୁ ସମର୍ଥନ କରିବା ପାଇଁ 10,000 କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ ନୂଆଦିଲ୍ଲୀ, (ପିଆଇବି) : ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ପ୍ରମୁଖ
Read More...

‘ନାଗରିକ ଦେବୋ ଭବ’ ଭାବନାରେ ଅନୁପ୍ରାଣିତ ‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ ‘ସେବା ତୀର୍ଥ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ
Read More...

ସେବା ତୀର୍ଥରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତିରେ ପ୍ରତିଫଳିତ ହେଲା ସେବା ଓ ସମାଜ କଲ୍ୟାଣର ଭାବନା

● ମହିଳା, ଯୁବକ ଓ ବଞ୍ଚିତ ନାଗରିକଙ୍କ ପାଇଁ ଜରୁରୀ ନିଷ୍ପତ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ● ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ପିଏମ ରାହତ ଯୋଜନା, ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି 6 କୋଟି କରାଗଲା, କୃଷି ଭିତ୍ତିଭୂମି
Read More...

ଫେବୃଆରୀ ୧୪ ତାରିଖରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଦିବ୍ରୁଗଡ଼ର ମୋରାନ ବାଇପାସରେ ଜରୁରୀକାଳୀନ ଅବତରଣ ସୁବିଧା (ଇଏଲଏଫ୍)ରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ କରିବଉତ୍ତର-ପୂର୍ବ ଭାରତରେ ଇଏଲଏଫ୍ ହେଉଛି ଏହି ପ୍ରକାରର ପ୍ରଥମ ସୁବିଧା, ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରଣନୈତିକ ଆବଶ୍ୟକତା ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ଏକ
Read More...

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ଏକାଉଣ୍ଟସ୍ ମହାନିୟନ୍ତ୍ରକ (ସିଜିସିଏ), ନୂଆଦିଲ୍ଲୀ ବନ୍ଦନା ଗୁପ୍ତା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ପେନସନଭୋଗୀଙ୍କ କଲ୍ୟାଣ, ଅଂଶୀଦାରଙ୍କ ସମ୍ପୃକ୍ତି ଓ ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା
Read More...

କୋଟ୍ଟାୟମ ରବର ବୋର୍ଡ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

● ଭାରତର ରବର ମୂଲ୍ୟ ଶୃଙ୍ଖଳକୁ ମଜବୁତ କରୁଛି ରବର ବୋର୍ଡ: କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏମ. ବସନ୍ତଗେସନ● ପ୍ରମୁଖ ଅଣ-ପାରମ୍ପରିକ ରବର ଉତ୍ପାଦନକାରୀ ରାଜ୍ୟ ଭାବରେ ଉଭା ହେଉଛି ଓଡ଼ିଶା ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ
Read More...

ଓଡ଼ିଶାରେ ଖୋଲାଯାଇଛି ୮୦୩ଟି ଜନ ଔଷଧୀ କେନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଔଷଧ ବିତରଣକୁ ସୁଗମ କରିବାକୁ ଜନ ଔଷଧୀ ଯାନ ଚଳାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମିଳିନାହିଁ । ତେବେ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଓଡ଼ିଶାରେ ୮୦୩ଟି ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି, ଯାହା ମଧ୍ୟରୁ
Read More...

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

ନୂଆଦିଲ୍ଲୀ, (ପିଆଇବି) : ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଭାରତୀୟ ଚାଷୀ ଏବଂ କୃଷି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି । ବର୍ତ୍ତମାନ ଆମେରିକା ସହିତ କୃଷି ବାଣିଜ୍ୟରେ ଭାରତ 1.3 ବିଲିୟନ ଡଲାର ବଳକା ହାର ବଜାୟ ରଖିଛି । 2024ରେ ଆମେରିକାକୁ ଭାରତର
Read More...

ଗୌହାଟୀ ଷ୍ଟେସନରେ ଆତିଥ୍ୟ ସେବା ଶୁଭାରମ୍ଭ, ଉତ୍ତର-ପୂର୍ବାଞ୍ଚଳ ବିକାଶକୁ ନୂଆ ଗତି

ଉତ୍ତର-ପୂର୍ବ ସଂଯୋଗ ବୃଦ୍ଧି ପାଇଁ ସାଇରାଙ୍ଗ-ସିଲଚର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ସଂଯୋଗକୁ ସୁଦୃଢ଼ କରିବା
Read More...