Browsing Tag

pib news

ଗୁଜରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦ୍‌ଘାଟନୀ ଅଧିବେଶନକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ବ୍ୟବସ୍ଥା, ବିକାଶମୂଳକ ପଦକ୍ଷେପ ଏବଂ ବିଶ୍ୱରେ ଅଗ୍ରଣୀ ହେବାର ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରିଛିବିଶ୍ୱ ଅର୍ଥ ବ୍ୟବସ୍ଥାର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରୁଥିବା ଗୁଜରାଟ ଦେଶର ବିକାଶରେ
Read More...

ମୋଦୀ ସରକାର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ନିଶାଦ୍ରବ୍ୟ କାରବାରକୁ ଦମନ କରୁଥିବା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…

ଆସାମରେ ୨୪.୩୨ କୋଟି ଟଙ୍କା ମୂଲ୍ୟର ୩୦.୪ କିଲୋ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ସହିତ ୩ ଜଣଙ୍କୁ ଗିରଫ କରିବା ପାଇଁ ଏନସିବି, ଆସାମ ପୁଲିସ୍ ଏବଂ ସିଆର୍‌ପିଏଫ୍‌କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀନିଶାଦ୍ରବ୍ୟ ବିରୁଦ୍ଧରେ ମୋଦୀ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଜାରି
Read More...

୨୦୨୫-୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଏକ ଉପ-ଯୋଜନା ଭାବେ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଉପ-ଯୋଜନା ଭାବେ କମାଣ୍ଡ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା (ଏମ-ସିଏଡିଡବ୍ଲ୍ୟୁଏମ)ର ଆଧୁନିକୀକରଣକୁ ଅନୁମୋଦନ କରିଛି । ଏହି
Read More...

ନୀତିଗତ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ କମାଇ ୬% ରଖିଲା ରିଜର୍ଭ ବ୍ୟାଙ୍କ

୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫% ରହିବା ନେଇ ଆକଳନମୁଦ୍ରାସ୍ଫିତି ୪ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କଲା କେନ୍ଦ୍ରୀୟ ବ୍ୟାଙ୍କ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କର ୫୪ତମ ତଥା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା
Read More...

ୱେଭ୍ସ ୨୦୨୫: ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା

୭୫୦ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲରେ ପହଞ୍ଚିଲେ ପାଞ୍ଚ ପ୍ରତିଯୋଗୀ : ଖଦୀର ପୁନଃପରିକଳ୍ପନା କରିଥିବା ବିଜେତାଙ୍କୁ ସମ୍ମାନିତ କରିବ ୱେଭ୍ସ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଡଭାର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ)ର ମିଳିତ
Read More...

ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ…

ବୈଠକରେ ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଓଡ଼ିଶା ସରକାର ଆଗାମୀ ଛଅ ମାସ ପାଇଁ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦିଅନ୍ତୁଓଡ଼ିଶାର ବିକାଶ ପାଇଁ ଆଗାମୀ
Read More...

ଲଣ୍ଡନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ତ୍ରୟୋଦଶ ଅର୍ଥନୈତିକ ଆଲୋଚନା ଅନୁଷ୍ଠିତ

ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ସହଯୋଗ ଜାରି ରଖିବା ଲାଗି ଭାରତ ଏବଂ ବ୍ରିଟେନ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତିଭାରତର ଅର୍ଥମନ୍ତ୍ରୀ ଏବଂ ବ୍ରିଟେନର ଚାନସେଲର ଅଫ୍‍ ଏକ୍ସଚେକରଙ୍କ ମିଳିତ ବିବୃତ୍ତି ଗ୍ରହଣ ସହିତ ୧୩ତମ ଇଏଫ୍‌ଡିର ସମାପନ ନୂଆଦିଲ୍ଲୀ, (ପିଆଇବି) :
Read More...

ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଏବଂ ପର୍ତ୍ତୁଗାଲ ସଂସଦର ଅଧ୍ୟକ୍ଷଙ୍କୁ ସାକ୍ଷତ କରିଛନ୍ତି ରାଷ୍ଟ୍ରପତି

ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସ୍ୱାଗତ ସମାରୋହରେ ସମ୍ବୋଧିତ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ନୂଆଦିଲ୍ଲୀ, (ପିଆଇବି) : ପର୍ତ୍ତୁଗାଲ ଗସ୍ତର ଶେଷ ଦିନ (ଏପ୍ରିଲ ୮, ୨୦୨୫)ରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ
Read More...

ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ନବକାର ମହାମନ୍ତ୍ର କେବଳ ଏକ ମନ୍ତ୍ର ନୁହେଁ, ଏହା ଆମ ବିଶ୍ୱାସର ମୂଳ ମନ୍ତ୍ର : ପ୍ରଧାନମନ୍ତ୍ରୀ● ନବକାର ମହାମନ୍ତ୍ର ବିନମ୍ରତା, ଶାନ୍ତି ଏବଂ ସାର୍ବଜନୀନ ସୌହାର୍ଦ୍ଦ୍ୟର ପ୍ରତୀକ : ପ୍ରଧାନମନ୍ତ୍ରୀ● ନବକାର ମହାମନ୍ତ୍ର ପଞ୍ଚ ପରମେଷ୍ଠିଙ୍କ ପୂଜା ସହିତ ସଠିକ୍ ଜ୍ଞାନ, ଧାରଣା ଏବଂ ଆଚରଣ
Read More...

ଓଡ଼ିଶାରେ କେମିକାଲ୍ସ ଏବଂ ପେଟ୍ରେକେମିକାଲ୍ସ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ତିନୋଟି ଏମଓୟୁ ସ୍ୱାକ୍ଷରିତ

• ଓଡ଼ିଶା ସରକାର ଏବଂ ଆଇଓସିଏଲ୍‌ ମଧ୍ୟରେ ଏମ୍‌ଓୟୁ ଓଡ଼ିଶାକୁବିଶ୍ୱରେ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ• ପୂର୍ବୋଦୟ କଳ୍ପନାରେ ଓଡ଼ିଶା ପାଇଁ ପ୍ରଗତି ଏବଂ ସମୃଦ୍ଧିର ନୂଆ ସୂର୍ଯ୍ୟୋଦୟ• ମେଗା ପୁଞ୍ଜିନିବେଶ ଓଡ଼ିଶାର ଅଭିବୃଦ୍ଧି ଯାତ୍ରାରେ ଏକ ନୂଆ ଯୁଗର
Read More...