Browsing Tag

pib news

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

• ଆତଙ୍କବାଦୀ କାର୍ଯ୍ୟକଳାପ ଆଉ ଛାୟାଯୁଦ୍ଧ ନୁହେଁ, ବରଂ ଭଲଭାବରେ ଚିନ୍ତାକରି କରାଯାଇଥିବା ରଣନୀତି, ତେଣୁପ୍ରତିକ୍ରିୟା ମଧ୍ୟ ସମାନଭାବରେ ରହିବ: ପ୍ରଧାନମନ୍ତ୍ରୀ• ଆମେ 'ବସୁଧୈବ କୁଟୁମ୍ବକମ୍'ରେ ବିଶ୍ୱାସକରୁ, ଆମେ କାହା ସହିତ ଶତ୍ରୁତା ଚାହୁଁନାହୁଁ ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ
Read More...

ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ କରାଯାଇଛି । ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା
Read More...

କୁଏତର ଶୀର୍ଷ ନେତା ଓ ସଂଗଠନ ସହ ଆଲୋଚନା କଲା ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

• ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ବିଷୟରେ କୁଏତ କର୍ତ୍ତୃପକ୍ଷଙ୍କୁ କରାଗଲା ଅବଗତ• ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା
Read More...

ଆତ୍ମନିର୍ଭର ଭାରତ : ଶିଳ୍ପ ଭାଗିଦାରୀ ମାଧ୍ୟମରେ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା…

• ପ୍ରତିଯୋଗିତାମୂଳକ ଭିତ୍ତିରେ ଘରୋଇ ଏବଂ ସରକାରୀ କ୍ଷେତ୍ର ପାଇଁ ସମାନ ସୁଯୋଗ• ଭାରତୀୟ କମ୍ପାନୀ ସ୍ୱାଧୀନ ଭାବରେ / ଯୌଥ ଉଦ୍ୟୋଗ ଭାବରେ / ମିଳିତ ଭାବରେ ବିଡ୍ ଦାଖଲ କରିପାରିବେ ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ
Read More...

ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ଦକ୍ଷିଣ କୋରିଆର ସମର୍ଥନ

ଅପରେସନ ସିନ୍ଦୂରର ବିସ୍ତୃତ ସୂଚନା ପ୍ରଦାନ କଲେ ସଂସଦୀୟ ପ୍ରତିନିଧି ଦଳ ସିଓଲ, (ପିଆଇବି) : ଆତଙ୍କବାଦର ମୁକାବିଲା ପାଇଁ ଭାରତର ପଦେକ୍ଷପକୁ ଦକ୍ଷିଣ କୋରିଆ ଦୃଢ ସମର୍ଥନ ଜଣାଇଛି । ସାଂସଦ ସଞ୍ଜୟ କୁମାରଙ୍କ ନେତୃତ୍ୱରେ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ଦକ୍ଷିଣକୋରିଆର ବୈଦେଶିକ
Read More...

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଏଲ୍‌ଓଆଇ ହସ୍ତାନ୍ତର

• ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନ• ଭାରତରେ କ୍ୟାମ୍ପସ୍ ସ୍ଥାପନ କରୁଥିବା ଦ୍ୱିତୀୟ ୟୁକେ ବିଶ୍ୱବିଦ୍ୟାଳୟ ହେଲା ଲିଭରପୁଲ୍ ବିଶ୍ୱବିଦ୍ୟାଳୟ• ଷ୍ଟେମ୍ ଶିକ୍ଷାରେ କ୍ୟାମ୍ପସ ଖୋଲିବା ପାଇଁ ୧୫ଟି ବିଦେଶୀ
Read More...

ଗୁଜରାଟର ଭୁଜରେ ୫୩,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି…

ଆଜି କଚ୍ଛ ବାଣିଜ୍ୟ ଏବଂ ପର୍ୟ୍ୟଟନର ଏକ ବଡ଼ କେନ୍ଦ୍ର, ଆଗାମୀ ସମୟରେ କଚ୍ଛର ଏହି ଭୂମିକା ଆହୁରି ବ୍ୟାପକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀସାମୁଦ୍ରିକ ଖାଦ୍ୟ ଠାରୁ ପର୍ୟ୍ୟଟନ ଏବଂ ବାଣିଜ୍ୟ ପର୍ୟ୍ୟନ୍ତ, ଭାରତ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏକ ନୂତନ ଇକୋସିଷ୍ଟମ ନିର୍ମାଣ କରୁଛି:
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ ସମ୍ପର୍କରେ ସ୍ପଷ୍ଟତା

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ରେ ଢିଲା ମାଟି ଗଠନ ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି । କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ
Read More...

ନାଗପୁରସ୍ଥିତ ଜାତୀୟ କର୍କଟ ପ୍ରତିଷ୍ଠାନ ପରିସରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନିର୍ମାଣାଧିନ…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ନାଗପୁରସ୍ଥିତ ଜାତୀୟ ଫରେନସିକ୍‍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍‌ଏଫ୍‌ଏସୟୁ)ର ସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ କରିଛନ୍ତି ଏବଂ ଏହାର ଅସ୍ଥାୟୀ କ୍ୟାମ୍ପସକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତିବିଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...