Browsing Tag

pattamundai news

ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମାହୁତି ମାମଲା : କଟକ ବଡ଼ ମେଡ଼ିକାଲରେ ହେବ ବ୍ୟବଚ୍ଛେଦ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୃତ ଛାତ୍ରୀଙ୍କ ମୃତଦେହର ବ୍ୟବଚ୍ଛେଦ କଟକ ବଡ଼ ମେଡ଼ିକାଲରେ ହେବ । ଏଥିପାଇଁ ଆଜି ସକାଳେ ତାଙ୍କ ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରୁ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ବୈଷୟିକ
Read More...

ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ପଟ୍ଟାମୁଣ୍ଡାଇ : ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଜଣେ ଅଜଣା ଯୁବକ ବ୍ରାହ୍ମଣୀ ନଦୀ ପତ୍ରପୁର ପୋଲ ଉପରୁ ନଦୀଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିଚୟ ମିଳିପାରି
Read More...

ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟ୍‌ରେ
Read More...

ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା । ମହିଳାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁର
Read More...