Browsing Tag

patrapur news

ଓଲଟିଲା ମିନିବସ୍‌ : ୨ ମୃତ, ୧୦ରୁ ଅଧିକ ଆହତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବଣିଆ ବସା ନିକଟସ୍ଥ ମାଙ୍କଡଡ଼ିଆଁ ନିକଟରେ ମିନିବସ୍ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛ । ଓଆର୍୦୨ବିବି୯୭୭୭ ନମ୍ବର ମିନି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା
Read More...

ନବୋଦୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାତଟି ନବୋଦୟ ବିଦ୍ୟାଳୟ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିର ଦୁଇଟି ବିଦ୍ୟାଳୟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଆହତ

ପାତ୍ରପୁର : ପାତ୍ରପୁର ବ୍ଲକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତମାନଙ୍କୁ ୧୦୮ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଆହତମାନେ ହେଲେ ଶ୍ରୀତମ
Read More...

ଜଳାଭିଷେକ ଅନ୍ତିମ ଦିବସ ଉପଲକ୍ଷେ କାଉଡିଆଙ୍କ ହୋମ ଶେଷ

ପାତ୍ରପୁର : ପାତ୍ରପୁର ବ୍ଲକ ତୁରିବୁଡି ଚନ୍ଦ୍ରଶେଖର ବୋଲବମ୍‌ ସଂଘ କାଉଡ଼ିଆଙ୍କ ପକ୍ଷରୁ ଚଳିତ ମାସରେ ଅନୁଷ୍ଠିତ ଜଳାଭିଷେକ ଅନ୍ତିମ ଦିବସରେ ଉପଲକ୍ଷେ ହୋମ ଶେଷ ହୋଇଛି । ବୋଲବମ୍‌ ସଂଘ ପକ୍ଷରୁ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଅଞ୍ଚଳରେ ଥିବା ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଶୈବ
Read More...

ବାରହା ଆକ୍ରମଣରେ ମହିଳା ଗୁରୁତର ଆହତ

ପାତ୍ରପୁର : ରବିବାର ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ତିତିଗାଁ ଗ୍ରାମର ଜଣେ ଦଳିତ ବିଧବା ମହିଳା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ପ୍ରମିଳା ସେଠୀ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସେ ନିଜ ଶାଶୁ ସତ୍ୟ ସେଠୀଙ୍କ ସହ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜମିରେ ତଳି
Read More...

ବଡ ଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ଅଭିଯୋଗ

ପାତ୍ରପୁର : ଜରଡା ଥାନା ତୁମ୍ବା ପଞ୍ଚାୟତ ଗୁଜୁଲିଙ୍ଗି ଆଦିବାସୀ ଗ୍ରାମରେ ବଡ ଭାଇର କଟୁରୀ ଚୋଟରେ ମଝିଆ ଭାଇର ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅତି ନୃସଂଶ ଭାବରେ କଟୁରୀରେ ହାଣି ହାଣି ଭାଇକୁ ହତ୍ୟା କରିଛି ଭାଇ । ହତ୍ୟାର ଶିକାର ହୋଇ ଥିବା ବ୍ୟକ୍ତି ଜଣକ
Read More...

ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ

ପାତ୍ରପୁର : ଜରଡ଼ା ଥାନା ମୁଣ୍ଡୁକେରି ଗ୍ରାମ ପୋଖରୀ ହୁଡ଼ା ନିକଟରୁ ଏକ ଡ଼କାୟତ ଗ୍ୟାଙ୍ଗକୁ ଗତକାଲି ଜରଡ଼ା ପୁଲିସ କାବୁ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୬ଜଣିଆ ଦଳ ବିଶିଷ୍ଟ ଏକ ଡ଼କାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରିଥିବା ସମୟରେ ପୁଲିସ ସେମାନଙ୍କୁ କାବୁ
Read More...

ବିଭ‌ତ୍ସ ହତ୍ୟାକା‌ଣ୍ଡ : ମହିଳାଙ୍କୁ ତଂଟି କାଟି ହତ୍ୟା

ପାତ୍ରପୁର : ଜରଡା ଥାନା ପୁହୁଣ୍ଡି ଗ୍ରାମରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରିଥିବା ସୂଚନା ମିଳିଛି । ମହିଳା ଜଣକ ବିଜୟ ଗୌଡଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ (୩୫) । ପ୍ରତିଦିନ ଭଳି ଆଜି ଭୋର ସମୟରେ ଲକ୍ଷ୍ମୀ ଦେବୀ ଗାଧୋଇବା ପାଇଁ ନଈକୁ ଯାଇଥିଲେ । ନଦୀକୂଳରେ ସାବୁନ୍ ଓ ବ୍ରସ
Read More...