Browsing Tag

patanagrh news

୧୧୦ରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ପାଟଣାଗଡ଼ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତର ୧୧୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଥିବା ସୂଚନା
Read More...

ଅସହାୟ ମୃତକ କଲ୍ୟାଣର ପରିବାରକୁ ସହଯୋଗର ହାତ ବଢ଼େଇଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ୮ତାରିଖରେ ଅସମୟରେ ମୃତ୍ୟୁ ବରଣ କରିଥିଲେ ଅସହାୟ କଲ୍ୟାଣ ସୋନି । ମୃତକ କଲ୍ୟାଣର ପରିବାର କହିଲେ ସ୍ତ୍ରୀ ସୀତା ସୋନି, ଝିଅ ଲକ୍ଷ୍ମୀ ସୋନି(୧୪), ସୁମନ୍ତ ରାଜ ସୋନି(୧୨), ଉର୍ମିଳା ସୋନି (୧୦) ଏବଂ ଶିବ ନାରାୟଣ ସୋନି (୮) । ଆଜି ପର୍ଯ୍ୟନ୍ତ ମୃତକ
Read More...

ବିଶିଷ୍ଟ ଜ୍ୟୋତିଷ ବିଶାରଦ, କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟଙ୍କ ଦେହାନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମ ବିଶିଷ୍ଟ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟ( ୬୭)ଙ୍କ ପରଲୋକ ହୋଇଯାଇଛି । ସ୍ଵର୍ଗତ ରାୟ ଜଣେ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ ବୋଲି
Read More...

ଖପ୍ରାଖୋଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ତହସିଲଦାର ପଦବୀ ଖାଲି ପଡିବା ପରେ କାଲି ନୂତନ ତହସିଲଦାର ଭାବେ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ତହସିଲଦାର ଧିରେଜ ପାତ୍ରଙ୍କ ଠାରୁ ନୂତନ ତହସିଲଦାର ଶ୍ରୀ ମିଶ୍ର ବୁଧବାର ଦିନ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା, ଜୟ ସିଂ ପାଲ ମୁଣ୍ଡା, ଏବଂ ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ଵର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଫଟୋଚିତ୍ରରେ
Read More...

ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ସଂକଳ୍ପ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ଗତକାଲି ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ, ବେଳପଡା ବ୍ଲକ, ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ ଏନ୍ଏସିର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସଂକଳ୍ପ ବୈଠକ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ
Read More...

ବିଧାୟକ ସରୋଜଙ୍କ ଦ୍ୱାରା ୨୪ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୨୪ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହ ବିଭିନ୍ନ ଗ୍ରାମର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତେବେ ଗ୍ରାମ ଗୁଡିକରେ ରହିଥିବା ସମସ୍ୟାଗୁଡିକର ଶୀଘ୍ର ସମାଧାନ କରିବା ପାଇଁ
Read More...

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଏନ୍ଏସି ନିର୍ବାଚନକୁ ନେଇ ବିଜେଡ଼ି କାର୍ଯ୍ୟାଳୟରେ ସଭା ଅନୁଷ୍ଠିତ

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଜେଡ଼ି କାର୍ଯ୍ୟାଳୟ ଠାରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ପାଟଣାଗଡ ଏନ୍ଏସି ଓ ପାଟଣାଗଡ ବ୍ଲକର ବିଜୁ ଛାତ୍ର ଜନତା ଦଳର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଗାମୀ ଦିନରେ ତ୍ରିସ୍ତରୀୟ
Read More...

ହରିଶଙ୍କର ହରିଣ ପାର୍କ : ଅଜଣା ସଂକ୍ରମଣ ଆଶଂକାରେ ୩ ଦିନରେ ୯ ହରିଣର ମୃତ୍ୟୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ଥିବା ହରିଣ ପାର୍କରେ ଅକାଳରେ ହରିଣ ମାନଙ୍କର ଜୀବନ ଯାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ୩ ଦିନରେ ୯ ଗୋଟି ହରିଣର ମୃତ୍ୟୁ ଘଟିଛି । ତେବେ କ'ଣ ପାଇଁ ହରିଣ
Read More...

ଖୁବ୍‌ ଶୀଘ୍ର ଆଦର୍ଶ ବିଦ୍ୟାଳୟର ରାସ୍ତା ନିର୍ମାଣ ହେବ ବୋଲି ମତ ରଖିଲେ ବିଧାୟକ ସରୋଜ

ପାଟଣାଗଡ, (ଗୋରେଖନାଥ ବରିହା) : ଗତ ୨୪ ତାରିଖ ଦିନ ‘ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ’ ଶୀର୍ଷକରେ କୋଶଳ ପ୍ରବାହରେ ଖବର ପ୍ରକାଶ ପାଇଥିବା ବେଳେ ଏହି ଖବରକୁ ଆଶିଷ କୁମାର ପୁରୋହିତ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଟ୍ୱିଟ୍‌ କରି ଅବଗତ
Read More...