Browsing Tag

patanagarh news

ରାଜ୍ୟସ୍ତରୀୟ ବାଣୀପୁତ୍ର ସମ୍ମାନ -୨୦୨୨ ପାଇଲେ ଯୁବକବି ଆଶୁତୋଷ ଠାକୁର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ଗ୍ରାମର ଯୁବ କବି ଆଶୁତୋଷ ଠାକୁର (ବାବଲୁ) କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷ୍ଠିତ ଶ୍ରୀଚନ୍ଦନ ସାହିତ୍ୟ ସଂସଦର ୪୫ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ରାଜ୍ୟସ୍ତରୀୟ ମନସ୍ୱିନୀ
Read More...

ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରୋନା ଓ ମଧୁମେହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାରେ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନର ମୁଣ୍ଡୋଦହ ଆନୁକୂଲ୍ୟରେ ବେଲପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଉପକେନ୍ଦ୍ର ଅଧିନସ୍ଥ ଗ୍ରାମାଞ୍ଚଳ ପତ୍ରପାଲି, ତାରା, ଗୋଡ଼ଭଙ୍ଗା, କିନ୍ଦ୍ରିଟାଳ, କଦଳୀ, ରାଡବାହାଲ,
Read More...

ପୌର ପରିଷଦ ନିର୍ବାଚନର ଶେଷ ଦିନରେ ପୂର୍ବତନ ବିଧାୟକ କନକବର୍ଦ୍ଧନ, ସାସଂଦ ସଙ୍ଗିତା ଓ ରାଜଜେମା ନିବୃତ୍ତିଙ୍କ ଜୋରଦାର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ଜୋରଦାର ହୋଇ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଭାରତୀୟ ଜନତା ପାର୍ଟି ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ
Read More...

ପୋଷ୍ଟର ମାଧ୍ୟମରେ ଅଭିନବ ଢ଼ଙ୍ଗରେ ପ୍ରଚାର କଲେ ଜନମଞ୍ଚର ସଦସ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନ ଦଳମାନଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ୱାର୍ଡ ନଂ ୭
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଭାରତୀୟ ସମ୍ବିଧାନ ସଭାର ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ…

ଜୟପାଳ ସିଂ ମୁଣ୍ଡାଙ୍କ ବଳିଦାନ ଅତୁଳନୀୟ : ମହାସଚିବ ନୀରଞ୍ଜନ ବିଶି ପାଟଣାଗଡ, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ
Read More...

ଜନସାଧାରଣଙ୍କ ସହ ହୋଲି ପର୍ବ ପାଳିଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଥାନ୍ତି ସମସ୍ତେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଆନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ ଗୀତରେ । ଏଥିସହ ଭାବର
Read More...

ବିଜେଡିର ଅଧ୍ୟକ୍ଷା ପ୍ରାର୍ଥନୀ ମାନସୀ ବିଶ୍ଵାଳ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ୱ।ର୍ଡ ନଂ. ୬, ୭ ଓ ୮ରେ ଘରକୁ ଘର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ବିଜୁଜନତା ଦଳ ପକ୍ଷରୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ମାନସୀ ବିଶ୍ଵାଳ ଓ ୱ।ର୍ଡ ନଂ.
Read More...

ହରିଧ୍ଵନିରେ କମ୍ପିଲା ପାଟଣାଗଡ଼ ସହର : ଦୋଳ ଉତ୍ସବ ଓ ହରିହର ଭେଟ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ପାଟଣାଗଡ଼ ସହର ତଥା ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ
Read More...

ସୌର ଚାଳିତ ନଳକୂଅ ଅଚଳ : ମରାମତି ପାଇଁ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ପଂଚାୟତର ତେନ୍ତୁଳିମୁଣ୍ଡା
Read More...

ଧଣ୍ଡାମୁଣ୍ଡା ଫଗୁଣ ପୂର୍ଣ୍ଣିମା ମେଳାରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡାଠାରେ ହେଉଥିବା ଫଗୁଣ ପୂର୍ଣ୍ଣିମା ମେଳାଠାରେ ମିଲେଟ ଫୁଡ଼ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ମିଲେଟ ମିଶନ, ବଲାଙ୍ଗିର ଆତ୍ମା, ଏନ୍.ସି.ଡ଼ି.ଏସ୍‌ ଏବଂ ୱାସନ, ୱାଇସିଡ଼ିଏର ମିଳିତ ସହଯୋଗରେ
Read More...