Browsing Tag

patanagarh news

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ଼ (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ଗର୍ବ ଓ ଗୌରବ ତଥା ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନିତ ହୋଇଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ସଦସ୍ୟ ମାନେ କୃତଜ୍ଞତା ଜଣାଇଛନ୍ତି ।
Read More...

ଜନକଲ୍ୟାଣ ଟ୍ରଷ୍ଟର ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ : ମାନବ ସେବା ହିଁ ମାଧବ ସେବା ଉପଲବ୍ଧ କରି ସେବା କରିବା ଲକ୍ଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ନୂତନ ଭାବେ ମୁଣ୍ଡ ଟେକିଥିବା ଜନକଲ୍ୟାଣ ଟ୍ରଷ୍ଟ ଏବେ ଲୋକଙ୍କ ସେବା ଯୋଗାଉଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି । ଜନକଲ୍ୟାଣ ଟ୍ରଷ୍ଟ ଗଠନ ହେବା ଦିନଠାରୁ ନର ନାରାୟଣ ସେବାରେ ଲାଗି ପଡିଥିବାର ଦେଖିବାକୁ ମିଳିଛି । କିଛି
Read More...

ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଲାଗିଥିବା ଅଭିଯୋଗ : କିଛି ଅଘଟଣ ନ ଘଟିବା ପୂର୍ବରୁ ନୂତନ ବିଦ୍ୟୁତ ଖୁଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ଜୌାତିବିକାଶ କଲେଜ ସାମ୍ନାରେ ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ଉପରେ ଭାଙ୍ଗିଯାଇ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ
Read More...

ନିଜ ଖର୍ଚ୍ଚରେ ପୋଖରୀରୁ ପଙ୍କ ବାହାର କଲେ ସାନକଲଙ୍ଗାପାଲି ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ପାଣ୍ଠି ସଂଗ୍ରହ କରି ନିଜ ପୋଖରୀରୁ ପଙ୍କ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଲଙ୍ଗାପାଲି ଗ୍ରାମରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ
Read More...

କନ୍ଦରାଭଟାଠାରେ ଗୋଣ୍ଡୱାନା ଛାତ୍ର ସଂଗଠନର ୨ୟ ବୈଠକ ଅନୁଷ୍ଠିତ

ଜୁନ ୨୪ରେ ରାନୀ ଦୂର୍ଗାବତୀ ବଳିଦାନ ଦିବସକୁ ତେଲେନପାଲିରେ ପାଳନ କରିବାକୁ ନିଷ୍ପତ୍ତି ପାଟଣାଗଡ଼ (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ କନ୍ଦରାଭଟାଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ(ଜେଏସ୍ ୟୁ) ସଭାପତି ତନ୍ତ୍ର ଧରୁଆଙ୍କ ସଭାପତିତ୍ୱରେ
Read More...

ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ସରପଞ୍ଚ ତାରାକାନ୍ତୀ ତାଣ୍ଡି

ପାଟଣାଗଡ଼, (ଗୋରେଖନାଥ ବରିହା) : କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଦମାଇଁପାଲି ଗ୍ରାମର ଚନ୍ଦ୍ରମଣି ବାଗ (୪୫) ଦୀର୍ଘ ଦିନ ଧରି କିଡିନି
Read More...

ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ସାମାଜିକ ସୁରକ୍ଷା ଅନୁସାରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତିି ଏବଂ ନାମ ଅନୁମୋଦନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବା ସଙ୍ଗେ ସଙ୍ଗେ କାର୍ଡ ପ୍ରଦାନ କରାଯାଇଛି
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ାଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । କୂଅ ପାଖରେ ଚରୁ ଚରୁ ଏକ ବଳଦ ଗଭୀର କୂଅ ଭିତରେ ପଡିଯାଇଥିଲା ।
Read More...

ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବା ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଲେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର ଡିବିଜନ୍‌ର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅଟନ୍ତି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଶି ଗତ ୨୭ ତରିଖରେ ବ୍ରଜରାଜ ନଗରରେ ବିଧିବଦ୍ଧ ଭାବେ ବିଜେଡିରେ
Read More...

ବିଶିଷ୍ଟ ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଲେ ଜିଲ୍ଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପର୍ଲିରୁ ଦିଲ୍ଲୀ । ଏକ ଗାଁରେ ଜନ୍ମଲାଭ କରି ଆଜି ଅଞ୍ଚଳ ପାଇଁ ଏକ ଗର୍ବ ଓ ଖୁସିର ଖବର ଦେଇଛନ୍ତି । ୧୨-୧୦-୧୮୬୮ ମସିହାରେ ବାପା ସ୍ୱର୍ଗତ ଦେବାର୍ଚ୍ଚନ ବିଶି ଓ ମାତା ସ୍ୱର୍ଗତ କଳାବତୀ ବିଶିଙ୍କ କୋଳମଣ୍ଡନ କଲେ ନିରଞ୍ଜନ ବିଶି । ଗରିବ ପରିବାରରେ ତାଙ୍କର
Read More...