Browsing Tag

patanagarh news

ଛତୁଆ ଓ ଅଣ୍ଡାକୁ କେନ୍ଦ୍ର କରି ଅଙ୍ଗନୱାଡି କର୍ମୀଙ୍କ ଭାଇଙ୍କ ଦବଙ୍ଗଗିରି : ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ବିପର୍ଯ୍ୟସ୍ଥ ହୋଇପଡିଛି ସମନ୍ୱିତ ଶିଶୁ ବିକାଶ ଯୋଜନା । ଏହି ଅଞ୍ଚଳ ଏକ ଦାଦନ ପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ହେତୁ ଲୋକେ ପେଟ ପାଟଣା ପାଇଁ ଲଢେଇ କରୁଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା କାମ କରୁନଥିବା
Read More...

ରାଜ୍ୟସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ : ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ସେବାଶ୍ରମ ଓ କନ୍ୟାଶ୍ରମ ସ୍କୁଲ ଗୁଡିକରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ନିଜ ସାଂସଦ ପାଣ୍ଠି ଯୋଗାଇଦେବାକୁ ପ୍ରତିଶୃତୀ ଦେଲେ ଶ୍ରୀ ବିଶି ପାଟଣାଗଡ଼, (ଗୋରେଖନାଥ ବରିହା) : ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ
Read More...

ଟଙ୍କା ଲୋଭରେ ନିଜ ଝିଅକୁ ତିରପୁର ଅଞ୍ଚଳରେ ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା ଥାନା ମଣ୍ଡଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବାପା ନିଜ ଝିଅକୁ ଟଙ୍କା ପାଇଁ ତିରପୁର ଅଞ୍ଚଳର ୨ ଜଣ ଦଲାଲଙ୍କଠାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବେଲପଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ
Read More...

ପାଟଣାଗଡ଼ ଏଚ୍‌ପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଉଲବା ଗାଁର ଭଜ ଧରୁଆ । ଗୁରୁତର ହୋଇଥିବା ଯୁବକ ଉଲବା ଗାଁର ରାଜେଶ ଭୁଏ,
Read More...

ବାଇକ୍ ଦୁର୍ଘଟଣାରେ ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଟଙ୍କପାଣି ଚାନ୍ଦଲି ଜଙ୍ଗଲ ନିକଟରେ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଛନ୍ତି । ସୂଚନା ଅନୁସାରେ ସୁନାମୁଦି ଗ୍ରାମର ୨ଜଣ ଲାଠୋର ପଟୁ ହୀରୋ ସିଡି ଡିଲକ୍ସ ବାଇକରେ ନିଜ ଗ୍ରାମ ସୁନାମୁଦିକୁ ଫେରୁଥିଲେ ଏବଂ ଆଉ
Read More...

ସାର କଳାବଜାରୀ କରୁଥୁବା ଡିଲରଙ୍କ ପ୍ରତି ଅଙ୍କୁଶ ଲଗାଇବା ସହ ଲାଇସେନ୍ସ ରଦ୍ଦ କରିବା ଦାବୀରେ ଜିଲ୍ଲା କୃଷି…

ପାଟଣାଗଡ଼, (ଗୋରେଖନାଥ ବରିହା) : ଉନ୍ନତ ମାନର ଧାନ, କପା, ପନିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯିବା
Read More...

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । 'ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର' ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର
Read More...

ପାଟଣାଗଡ଼ରେ କଂଗ୍ରେସର ଜନ ସମ୍ପର୍କ ଯାତ୍ରା : ସହର ପରିକ୍ରମାରେ ୩ ଶହରୁ ଅଧିକ ବାଇକ ସାମିଲ, କର୍ମୀଙ୍କ ମହଲରେ ପ୍ରବଳ…

ଭ୍ରଷ୍ଟାଚାର ବିଜେଡି ସରକାରକୁ ମୂଳୋତ୍ପାନ କରିବାର ସମୟ ଆସିଛି : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବର୍ଥଳା ଗ୍ରାମଠାରୁ ଏକ ଭବ୍ୟ ସ୍ଵାଗତ
Read More...

ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ

ସ୍ୱାମୀ ବେଲପଡା ଥାନାରେ ଅଟକ ପାଟଣାଗଡ଼, (ଗୋରେଖନାଥ ବରିହା) : ଧୂମାଭଟା ଗାଁରେ ଯୌତୁକ ନିର୍ଯ୍ୟାତନା ନେଇ ବଧୂ ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବରପଡାରେ । ସୂଚନାନୁସାରେ
Read More...

ବୀଣାପାଣି ଗ୍ୟାସ୍‌ ବିତରକ ଅଫିସରେ ଅଗ୍ନିକାଣ୍ଡ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବୀଣାପାଣି ଇଣ୍ଡିଏନ୍‌ ଗ୍ୟାସ୍‌ ବିତରକ ଅଫିସରେ ଗତକାଲି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସକାଳୁ ଏଠାରେ ଧୂଆଁ ବାହାରୁଥିବା ଦେଖି କିଛି ବ୍ୟକ୍ତି ଦମକଳ ବାହିନୀ ଓ ମାଲିକଙ୍କୁ ଖବର ଦେଇଥିଲେ ।
Read More...