Browsing Tag

patanagarh news

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ଼ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଟଣାଗଡ ବ୍ଲକ ତମିଆଁ ପଞ୍ଚାୟତର ତମିଆଁ ଗ୍ରାମ ଏବଂ ପାଟଣାଗଡ଼ ଡାକ୍ତରଖାନା ଓ ସରସ୍ଵତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ
Read More...

ପ୍ରବଳ ବର୍ଷାରେ ଭାଙ୍ଗିଲା ପୁରୁଣା ତେନ୍ତୁଲି ଗଛ, ପାଢେଲରୁ ପାଟଣାଗଡ଼ ରାସ୍ତା ଅବରୋଧ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ପାଢେଲ ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଏକ ପୁରୁଣା ତେନ୍ତୁଲି ଗଛ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ପଡିଛି । ବୃକ୍ଷ ଭାଙ୍ଗି ପଡିଥିବାରୁ ପାଢେଲରୁ ପାଟଣାଗଡ଼ ଯିବା ରାସ୍ତା ଅବରୋଧ ହୋଇଛି । ସେହି ରାସ୍ତା ଦେଇ ଯାଆ ଆସ କରୁଥିବା ଲୋକେ
Read More...

ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କର ପୀଠରେ ବୋଲ୍‌ବମ୍ ଭକ୍ତଙ୍କ ପ୍ରବଳ ଭିଡ଼

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଶ୍ରାବଣର ପ୍ରଥମ ସୋମବାର ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ପ୍ରବଳ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ
Read More...

ଓଡ଼ିଆପାଲିରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଖପ୍ରାଖୋଲ ପକ୍ଷରୁ ଓଡ଼ିଆପାଲି ଗ୍ରାମରେ ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ପ୍ରାଣୀ ପାଳକମାନଙ୍କ ପାଇଁ ମାଗଣା ପ୍ରାଣୀ ଚିକିତ୍ସା, ଟୀକାକରଣ, କୃମୀ ନିରାକରଣ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଚିକିତ୍ସା ଶିବିରରେ ୪୮ ଜଣ
Read More...

ପାଟଣାଗଡ଼ରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ସହ ନୂତନ ବିଭାଗରେ ସମ୍ପାଦକ ନିର୍ବାଚିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଟିଟିଲାଗଡ଼ ଡିଭିଜନ ଶାଖା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ଲଲିତ କୁମାର ପଟ୍ଟନାୟକଙ୍କ
Read More...

ମକାକୁ ମିଳୁନି ବଜାର ସୁବିଧା : ମଣ୍ଡି ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଚାଷୀମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ସେହି ଯୋଜନା ଗୁଡିକ ଠିକ୍‌ ସେ ପହଂଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି । ଚାଷୀ କେତେ ଝଡ଼ ଜଂଜାଳ ସହିବା ସହ ସାଉକାରଙ୍କ ଠାରୁଧାର କରଜ ଆଣି ଚାଷୀ ଚାଷ କାମ ଆରମ୍ଭ
Read More...

ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ଲମ୍ବୋଦରଙ୍କ ପରିବାର । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସାନିମୁଣ୍ଡା(ଅମ୍ବାବାଞ୍ଜି) ଗ୍ରାମର ଲମ୍ବୋଦର ଭୁଏ ତାଙ୍କ ପତ୍ନୀ ଅନେକ ବର୍ଷ ହେଲାଣି ଆରପାରିକୁ ଗଲେଣି ।
Read More...

ଅଜଣା ବ୍ୟକ୍ତି ପିଲା ଚୋରି କରି ନେଉଥିବା ବେଳେ ଅଚେତ ଅବସ୍ଥାରେ ନାବାଳକ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଜଣା ବ୍ୟକ୍ତି ପିଲା ଚୋରି କରି ନେଉଥିବା ବେଳେ ଅଚେତ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଟିକିରାପଡା ଥାନା ଦେଓଗାଁ ଗ୍ରାମର ଅନାଅ ପୁଟେଲଙ୍କ ପୁଅ ଦେବଦତ୍ତ ପୁଟେଲ (୧୦) ଗାଁ ରାସ୍ତାରେ ଯାଉଥିବା ବେଳେ
Read More...

ସାର ଚଢା ଦର ଓ କଳାବଜାର ରୋକିବାକୁ କୃଷକ ସେନା ପକ୍ଷରୁ ଦାବୀପତ୍ର ପ୍ରଦାନ ପରେ କୃଷି ବିଭାଗରେ ତତ୍ପରତା ପ୍ରକାଶ ପାଇଛି

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗୀମୁଣ୍ଡା ଅଞ୍ଚଳରେ ସାରର ଚଢା ଦରରେ ବିକ୍ରି ଓ କଳାବଜାରୀ ରୋକିବାକୁ ଗତ ୧୧ ଜୁଲାଇ ଦିନ କୃଷକ ସେନା ପକ୍ଷରୁ ଏକ ଦାବୀପତ୍ର ପାଟଣାଗଡ଼ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ଦୋଳନ ପରେ ଯୋଗୀମୁଣ୍ଡ ଅଞ୍ଚଳର
Read More...

ମୃତ୍ତିକା ସଂରକ୍ଷଣ ବିଭାଗର ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଚାଷୀଙ୍କୁ ଅଭିନବ ଉପାୟରେ ଠକେଇ ଚାଲିଥିବା ଅଭିଯୋଗମୋ ପୋଖରୀ ଖନନ ପାଇଁ ଆସୁଥିବା ଟଙ୍କା ମୁତାବକ କାମ ହେଉନଥିବା ଅଭିଯୋଗ ପାଟଣାଗଡ଼, (ଗୋରେଖନାଥ ବରିହା) : ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ସହ ଜଳ ସଂରକ୍ଷଣ ପାଇଁ ସରକାର ଜଳ ବିଭାଜିକା ଯୋଜନାରେ କୃଷି କ୍ଷେତ୍ରରେ
Read More...