ବ୍ରିଜ୍ ଉପରୁ ସାଙ୍ଗକୁ ଧକ୍କାଦେଲା ସାଙ୍ଗ : ସାଙ୍ଗର ମୃତ୍ୟୁ
ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଡିଆଜୋର୍ ଗାଁରେ ଅଘଟଣ । ଗାଁର ଗୋପବନ୍ଧୁ ଧରୁଆ ଗାଁମୁଣ୍ଡରେ ଥିବା ଏକ ବ୍ରିଜ୍ ଉପରେ ବସିଥିବା ସମୟରେ ଅଭିଯୁକ୍ତ ସୁଦାମ ଧରୁଆଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ସୁଦାମ ରାଗିଯାଇ ଗୋପବନ୍ଧୁଙ୍କ ଛାତିରେ!-->…
Read More...
Read More...