Browsing Tag

patanagarh news

ଘରୋଇ କଳିର କୁପରିଣତି : ସ୍ଵାମୀର ଟାଙ୍ଗିଆ ଫସାରେ ସ୍ତ୍ରୀ ମୃତ, ବେକରେ ରଶି ଲଗାଇ ସ୍ୱାମୀଙ୍କ ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ ହୋଇଥିବା ବେଳେ ବେକରେ ରଶି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଡେବ୍ରିପାଲି ଗାଁରେ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଗାଁର
Read More...

ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଜନ ଯୁଗ୍ମ ଶୁଣାଣୀରେ ୨୦୨୧ ମସିହାର ମରୁଡି ସହଜାତ ରାଶି ପ୍ରଦାନ ବିଷୟରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଚାଷୀ ନେତା ତାପସ ରଞ୍ଜନ ବେହେରା ଓ ସୂର୍ଯ୍ୟକାନ୍ତ
Read More...

କେନ୍ଦୁମୁଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅପହଂଚ ଇଲାକାର ଲୋକମାନେ କିପରି ସହଜରେ ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ଏକ ସମନ୍ୱୟ ଶିବିର ଅନୁଷ୍ଠିତ ହୋଇଯାଇିଛି । ଏହି ଶିବିରରେ ସ୍ୱାସ୍ଥ୍ୟ, ମିଶନ ଶକ୍ତି, ସମନ୍ୱୟ ଶିଶୁ ବିକାଶ,
Read More...

ରାଜ୍ୟସଭା ସାଂସଦଙ୍କ ଅନ୍ୱେଷା ଛାତ୍ରାବାସ ଓ ଡାକ୍ତରଖାନା ପରିଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥିତ ଅନ୍ୱେଷା ଛାତ୍ରାବାସକୁ ଅଚାନକ ପରିଦର୍ଶନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଛାତ୍ରଛାତ୍ରୀଙ୍କୁ ଅସୁବିଧା, ସୁବିଧା ପଚାରି ବୁଝିବା ସହ ଶୟନ କକ୍ଷ, ପାଇଖାନା, ରୋଷେଇ ଶାଳା, ଖାଇବା କକ୍ଷ, ଛାତ୍ରାବାସ ଚତୁପାର୍ଶ୍ୱ ବୁଲି
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ୟ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସ୍‌ପି ନିତିନ
Read More...

ପାଟଣାଗଡରେ କୃଷକ ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କୃଷି ବିଭାଗ କାର୍ଯ୍ୟାଳୟଠାରେ ଗତକାଲି ମୋ ସେବାକେନ୍ଦ୍ର ବଲାଙ୍ଗିରର ସହାୟତାରେ କୃଷକ ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ବଲାଙ୍ଗିର ଜିଲ୍ଲା ମୋ ସେବାକେନ୍ଦ୍ରର ସଂଯୋଜକ କ୍ରିଷ୍ଣା କୁଅଁର, ପାଟଣାଗଡ଼ ମୋ
Read More...

ପୁରୁଣା ପେନସନ୍‌ ଦାବୀ ନେଇ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ନୂତନ ପେନସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ୨୦୦୫ ପରବର୍ତ୍ତୀ ସମୟରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପେନସନ୍‌ ଉଚ୍ଛେଦ କରିଛନ୍ତି । ଏହା ଫଳରେ ଚାକିରିରୁ ଅବସର
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସରକାରୀ ସହାୟତା ପାଇଁ ଦାବୀ

ପାଟଣାଗଡ, (ସଦାଶିବ ସରାଫ୍‌) : ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା । କୋଉଠି ବର୍ଷା ପାଣିରେ ଲୋକେ ଉବୁଟୁବୁ, ତ ଆଉ କୋଉଠି ଘର ଭାଙ୍ଗିଯିବାରୁ ବେସାହାରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକ ଧନ୍ଦାମୁଣ୍ଡା ଗାଁର ଖୀରସିନ୍ଧୁ ବରିହାଙ୍କ ପରିବାରରେ । ସୂଚନା
Read More...

ଯାଦବ ମହାସଭାର ନନ୍ଦ ଉତ୍ସବ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରର ଯାଦବ ମହାସଭା ସମିତି ଆନୁକୂଲ୍ୟରେ ତାଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଉସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ କଳାକାହ୍ନୁ ମନ୍ଦିରରେ ରୀତିନୀତି ଅନୁସାରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇ ସେଠାରୁ
Read More...

ପ୍ରତିଶୃତି ପୁରଣ ନ ହେବାରୁ ରେଙ୍ଗାଲି ସ୍କୁଲର ପୁଣି ତାଲା ପକାଇଲେ ଛାତ୍ରଛାତ୍ରୀ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଇଥିବାରୁ ଛାତ୍ରଛାତ୍ରୀ ମାନେ ଗତ ୧୭ ତାରିଖରେ ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର
Read More...