Browsing Tag

patanagarh news

ଡାକ୍ତରଖାନାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଜନ୍ମଦିନ ପାଳନ କଲେ ସାଂସଦଙ୍କ ଧର୍ମପତ୍ନୀ ନୀଳାଞ୍ଚି ବିଶି

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆଜି ଜନ୍ମଦିନରେ ସାଂସଦଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସାଂସଦଙ୍କ ଧର୍ମପତ୍ନୀ ଶ୍ରୀମତୀ ନିଲାଞ୍ଚୀ ବିଶି । ସାଂସଦଙ୍କ ଧର୍ମପତ୍ନୀ ଆଜି ସକାଳୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆସି ରୋଗୀମାନଙ୍କ ସୁବିଧା
Read More...

ଖପ୍ରାଖୋଲ ସର୍କଲଠାରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

ସମାଜର ସାମୁହିକ ବିକାଶ ପାଇଁ ଆଲୋଚନା ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ବେହେରା ଦୋକାନ ନିକଟରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ
Read More...

ବେଲପଡାରେ ଯାଦବ ସମାଜର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ସମସ୍ତ ଯାଦବ ସମାଜ ପକ୍ଷରୁ ଯାଦବ ସମାଜ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା ୬୦% ମାର୍କ ରଖି ଉର୍ତ୍ତୀର୍ଣ୍ଣ
Read More...

ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସସ୍ମିତା ମେହେରଙ୍କୁ ଉଲବା ଗ୍ରାମରେ କୁଲି ମେହେର ସମାଜ ପକ୍ଷରୁ…

ପାଟଣାଗଡ, (କେପିଏନ୍‌ଏସ୍‌) : ଚଳିତବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ୩୩୧ ର‍୍ୟାଙ୍କ ହାସଲ କରିଥିବା ଉଲବା ଗ୍ରାମର ସସ୍ମିତା ମେହେରଙ୍କୁ ଉଲବା ଠାରେ କୁଲି ମେହେର ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ କୁଲି ମେହେର ସମାଜର ସଭାପତି ଧନସିଂହ ମେହେର, ମହେନ୍ଦ୍ର ମେହେର,
Read More...

ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବୀର ମାଟିର ଦୁଇ ଝିଅଙ୍କ ବାଜିମାତ

ପାଟଣାଗଡ, (ଗୋରେଖନାଥ ବରିହା) : ପରିଶ୍ରମ ହିଁ ସଫଳତାର ଏକମାତ୍ର ବିକଳ୍ପ । ଏହାକୁ ପ୍ରମାଣ କରିଦେଇଛନ୍ତି ପାଟଣାଗଡ଼ ବୀର ମାଟିର ୨ ସୁଯୋଗ୍ୟ ସନ୍ତାନ । ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ପରୀକ୍ଷାର୍ଥି ପାଟଣାଗଡ଼ ଉପଖଣ୍ଡ ତଥା ବୀର ମାଟିର ହୋଇଥିବାରୁ ଅଞ୍ଚଳରେ ଏବେ
Read More...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମେଧାବୀ ଝିଅ ସସ୍ମିତାଙ୍କ ସଫଳତା

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବ୍ଲକ ଉଲବା ଗାଁର ଜଣେ ଗରିବ ପରିବାରର ମେଧାବୀ ଝିଅ ସସ୍ମିତା ମେହେରଙ୍କ ସଫଳତାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ବାପା ନୀଳମଣି ମେହେର ଓ ମା' ବୃନ୍ଦାବତୀ ମେହେରଙ୍କ ପ୍ରଥମ ଝିଅ ସସ୍ମିତା ୩୩୧ତମ
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ : ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ୱାର୍ଡ଼ ନମ୍ବର ୧ ସ୍ଥିତ ଗଡଭିତରପଡା ଠାରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷା,
Read More...

ବଜ୍ରାଘାତରେ ଦୁଇ ବଳଦ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁହର ଶୁକ୍ରବାର ଦିନ ବଜ୍ରାଘାତ ହେବାରୁ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ, ନାଗଡେରା ଗାଁର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛମୂଳେ
Read More...

ଓଡ଼ିଶା ପ୍ରଶାସନିକ ସେବାରେ ୧୧୩ ନମ୍ବର ରଖି କୃତକାର୍ଯ୍ୟ ହେଲେ ଦଳପାଲି ଝିଅ ନୀତୁଶ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ୨୦୨୦(ଓଏଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୮ ଜଣ ଓଡ଼ିଆ ଅଛନ୍ତି । ସେଥି ମଧ୍ୟରୁ ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦଳପାଲି ଗାଁର
Read More...

ଜଳପାଙ୍କେଲ ଗ୍ରାମରେ ଭାଲୁ ଆତଙ୍କ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମରେ ଗତ ରାତିରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଭାଲୁଟି ମହୁ ଫେଣା ଖାଇବା ଆଶାରେ ନିକଟସ୍ଥ
Read More...