Browsing Tag

patanagarh news

ପାଟଣାଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମହାସମାରୋହରେ ଗୁରୁପୂଜନ ଉତ୍ସବ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ତରଫରୁ ପାଟଣାଗଡ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାଟଣାଗଡ
Read More...

ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ଗତକାଲି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହେଉଥିଲା । ତାଙ୍କର ୧୭ ବର୍ଷର ଗୋଟିଏ ପୁଅ ଏବଂ ୧୪ ବର୍ଷର ଗୋଟିଏ ଝିଅ
Read More...

ପାଟଣାଗଡ଼ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି (ୱାର୍ଡ ନମ୍ବର-୧୧)ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ
Read More...

ରାଜସ୍ୱ ଗ୍ରାମ ଘୋଷଣା ଦାବୀରେ ରାଜରାସ୍ତାରେ ଗ୍ରାମବାସୀ

ପାଟଣାଗଡ : ଗାଁ ମୂଳ ଗ୍ରାମରୁ ଅଲଗା ହେବ । ପଡ଼ାକୁ ମିଳିବ ଗାଁ ପରି ସୁବିଧା ଏପରି ଅନେକ ବିଷୟ ନେଇ ଗ୍ରାମବାସୀ ସ୍ୱପ୍ନ ଦେଖୁଥିବା ବେଳେ ଦୀର୍ଘ ୨୧ ବର୍ଷ ସଙ୍ଘର୍ଷ କରି ଆସୁଛନ୍ତି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ । କୌଣସି ନା କୌଣସି ବାହାନା କରି ପ୍ରଶାସନ ଶେଷ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲଙ୍କ ଜନ୍ମଦିନ ଅବସରରେ ଲରମ୍ଭାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ
Read More...

ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ମୁହୁରୀ କଳାପରିଷଦ କୁତମୁଣ୍ଡା ପକ୍ଷରୁ ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗଛ ଲଗାଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର କହିଲେ, ବର୍ତ୍ତମାନର ପରିବେଶରେ ଉଦ୍ଭିଦ ପାଇଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।
Read More...

ଖୁଟୁଣାପାଣିଠାରେ ବିଶ୍ୱାବସୁ ଶବର ସମାଜର କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ସରୋଜ କୁମାର…

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଖୁଟୁଣାପାଣିଠାରେ ବିଶ୍ୱାବସୁ ଶବର ସମାଜର କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି
Read More...

ଶିକ୍ଷକଙ୍କୁ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଖୁଟୁନାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ତେତିଶ ବର୍ଷ କାର୍ଯ୍ୟ କଲା ପରେ ବଣାଇମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ଗତ ଫେବୃଆରୀ
Read More...

ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଧାୟକ ସରୋଜ ମେହେରଙ୍କ ଆଲୋଚନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ସମସ୍ତ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ
Read More...

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ
Read More...