Browsing Tag

patanagarh news

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ଷୋଡ଼ଶ ବାର୍ଷିକ ଉତ୍ସବ ଧୂମାଭଟା ରୋଡସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛାଙ୍କ ସଭାପତିତ୍ୱରେ
Read More...

ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜିସକାଳ ସମୟ ୯ଟା ୫୫ମିନିଟ ସମୟରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରବାହାଲ ଗ୍ରାମଠାରେ ସରକାରଙ୍କ ବସୁଧା ଯୋଜନାରେ ନିର୍ମାଣ କରାଯାଉଥିବା ପାଣିଟାଙ୍କି ଗାତରେ ଖସିପଡି ଜଣେ ଶ୍ରମିକ ତ୍ରିଲୋଚନ ପ୍ରଧାନ (୫୫) ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର
Read More...

କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତୃ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ବରପିଟା ଗ୍ରାମର ଯୁବ କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତା ସୀତାରାମ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘଦିନ ଧରି
Read More...

ଦମକିପାଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦମକିପାଲିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସୁଶ୍ରୀ ସଂଞ୍ଜୁକ୍ତା ପରିଚ୍ଛା ମୁଖ୍ୟ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ କଲେ ପରିବାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗଙ୍ଗାସାଗର–ଗଏଲପିଟା ରାସ୍ତାର କିଛି ଦୂରରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗଙ୍ଗାସାଗର ଗାଁର ରାହୁଲ ଧରୁଆ ବୋଲି
Read More...

ଓପିଡ଼ି ଦାବୀରେ ପାଟଣାଗଡ ଅଚଳ : ୧୨ ଘଣ୍ଟିଆ ବନ୍ଦ, ସହର ଠପ୍

ପାଟଣାଗଡ, (ଅଶୋକ କୁମାର ବାଗ) : ନୂତନ ଉପଖଣ୍ଡ ଡାକ୍ତରଖାନା ସହରଠାରୁ ୩ କି.ମି. ଦୂରେ ଥିବାରୁ ପୁରୁଣା ହସ୍ପିଟାଲରେ ଓପିଡ଼ି ସେବା ପୁନଃଚାଲୁ କରିବା ଦାବୀରେ ଆଜି ପାଟଣାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯାତାୟାତ ସମସ୍ୟା ଓ ଅଧିକ ଖର୍ଚ୍ଚରେ ଗରିବ, ବୃଦ୍ଧ–ବୃଦ୍ଧା ଓ ମହିଳାମାନେ
Read More...

ଏନ୍‌.ଏସ୍.ଏସ୍‌’ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼ : ଗତ ଶନିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁସା ବଲାଙ୍ଗିରର ସେବା ଯୋଜନା ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସେବା ଯୋଜନା ବିଭାଗର ଅଧିକାରୀ ସନ୍ତୋଷ କୁମାର ରାଉତ ଙ୍କକାର୍ଯ୍ୟକ୍ରମ ତତ୍ୱାବଧାନରେ ତଥା ଗୃପ ଲିଡର
Read More...

ପାଟଣାଗଡ଼ ପୁରୁଣା ଡାକ୍ତରଖାନାରେ ଓ.ପି.ଡ଼ି ଏବଂ ମେଡ଼ିସିନ ବିଭାଗ ଖୋଲିବାକୁ ଦାବୀ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପାଟଣାଗଡ଼ ସହର ପାଟଣାଗଡ଼ ଉପଖଣ୍ଡ ତଥା ପଡ଼ୋଶୀ ବ୍ଲକର ଜନସାଧାରଣ, ରୋଗୀମାନେ ନିର୍ଭର କରିଥାନ୍ତି । ବତ୍‌ର୍ତ୍ତମାନ ସେହି ଡାକ୍ତରଖାନା ନୂଆ ହୋଇ ନିର୍ମାଣ ହୋଇଥିବା ବିଲଡିଂକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇଛି । ଏହାକୁ ଅଞ୍ଚଳବାସୀ ସ୍ୱାଗତ
Read More...

ପୁଷପୁନି ଛୁଟି ଲାଗି ଦାବିପତ୍ର ଦେଲା କେ. ଏମ. ଏମ

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଳାଞ୍ଚଳରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଠି ଅନୁକୂଳ କରିଥାନ୍ତି । ଚାଷୀମାନେ ଧାନ ଖାଦ୍ୟ ଶସ୍ୟ ସହିତ
Read More...

ବିଶିଷ୍ଟ ନାଟ୍ୟ କଳାକାର ଗୌନ୍ତିଆ ବଳରାମ ରାଉତଙ୍କ ଗଙ୍ଗାଶ୍ରାଦ୍ଧ ପାଳିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିଆଡୁମେର ଗାଁର ବିଶିଷ୍ଟ ନାଟ୍ୟ କଳାକାର ତଥା ଗାଁର ଗୌନ୍ତିଆ ବଳରାମ ରାଉତଙ୍କର ଗଙ୍ଗାଶ୍ରାଦ୍ଧ କାର୍ଯ୍ୟ ହୋଇଯାଇଛି । ସେ ଜଣେ ସୁନାମଧନ୍ୟ ନାଟ୍ୟ କଳାକାର ଭାବେ ଅଂଚଳରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ ।
Read More...