ନକଲି ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକ
ପାରାଦୀପ : ନକଲି ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ବନ୍ଧାହେଲେ ଯୁବକକୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗିରଫ ଯୁବକ ହେଲେ କାଳନ୍ଦୀ ତରାଇ । ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି । କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ୟ୍ୟରତ!-->…
Read More...
Read More...