Browsing Tag

papadahandi news

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ବ୍ୟକ୍ତିଙ୍କ ସହ ୨ଟି ଗାଈ ମୃତ

ପାପଡାହାଣ୍ଡି : ନବରଙ୍ଗପୁର ପାପଡାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ସମେତ ୨ ଗାଈର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନବରଙ୍ଗପୁର ବ୍ଲକ ଉର୍ଦି ଗ୍ରାମର କେଶବ ହରିଜନ । ସୂଚନା ଅନୁସାରେ ଗାଈ ଗୋଠ ଧରି ଡାବୁଗାଁ ପଟୁ ପାପଡାହାଣ୍ଡି ଅତିକ୍ରମ କରି
Read More...

ପୋଖରୀରେ ବୁଡି ୨ ଶିଶୁ ମୃତ

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୨ ଶିଶୁ ପୁତ୍ର ରାଜ ଭତ୍ରା ଏବଂ ଜିଜିକଲା ବାଘ ବୋଲି ଜଣାପଡିଛି । ସୂଚନା ଅନୁସାରେ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ
Read More...