ବିଚିତ୍ର ଶିକ୍ଷା ନୀତି : ନୂତନ ଶିକ୍ଷା ବର୍ଷରେ ମିଳିଲାନି ପାଠ୍ୟପୁସ୍ତକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୩ରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଲା ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୌଣସି ବିଦ୍ୟାଳୟରେ ଶ୍ରେଣୀ ଉପଯୋଗୀ ପାଠ୍ୟପୁସ୍ତକ ମିଳିନାହିଁ । ଏ ପଟେ ନିର୍ଦ୍ଦେଶ ଅଛି ଯେ ପ୍ରବେଶ!-->…
Read More...
Read More...