Browsing Tag

padmapur news

ଚାରପାଲି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ । ଏହି ଗ୍ରାମଟି ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟ ଜଳର ସୁବିଧା ଅଛି ନା ଗାଧୋଇ ବାର ସୁବିଧା ଅଛି ନା ଶୌଚାଳୟର
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଇସିଲେଟ ସରପଞ୍ଚ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚମାନେ ସରପଞ୍ଚ ହେବାର ଗୋଟିଏ ବର୍ଷରୁ ଅଧିକ ହୋଇଥିଲେ ବି ବର୍ତ୍ତମାନ ସୁଧା କୌଣସି ଉନ୍ନୟନମୂଳକ କାମ କିମ୍ବା କୌଣସି ସମସ୍ୟାର ସମାଧାନ କରିନପାରିବାରୁ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗତକାଲି ଜିଲ୍ଲାପାଳଙ୍କୁ ଭେଟି
Read More...

କେନ୍ଦୁଭଟାରେ କ୍ଷୁଦ୍ର ଶସ୍ୟର ଖାଦ୍ୟ ପ୍ରସ୍ତୁତି ତାଲିମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ଗାଇସିଲାଟ ବ୍ଲକ ଓ ପଦ୍ମପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ କ୍ଷୁଦ୍ର ଦାନା ଶସ୍ୟରେ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧୀୟ ଦୁଇ
Read More...

ମାନସିକ ପୂରଣ ପାଇଁ ନୃସିଂହନାଥ ଆସିଲେ ୧୧୨ ବର୍ଷର ବୃଦ୍ଧ ଦଶରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଦେଖିବାକୁ ମିଳେ ଅନେକ ଅଲୌକିକ ଘଟଣା । ପ୍ରତ୍ୟକ୍ଷ ଦେବତା ମାର୍ଜରକେଶରୀଙ୍କ କୃପାରୁ ଏଠାରେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଦୂର ଦୂରାନ୍ତରରୁ ଆସିଥାନ୍ତି ଭକ୍ତଗଣ । ନୃସିଂହନାଥ ପୀଠର
Read More...

ବ୍ଲକସ୍ତରୀୟ ସରପଞ୍ଚ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମ ପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ବ୍ଲକରେ କାର୍ଯ୍ୟରତ
Read More...

ବରଗଡ ଜିଲ୍ଲା ମାଳି ସମାଜ ତରଫରୁ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ନୃସିଂହନାଥ ପ୍ରଭୁଙ୍କ ବୈଶାଖ ମେଳା ଉପଲକ୍ଷେ କୋଶଳିଆ ମାଳି ସମାଜ ବରଗଡ ଜିଲ୍ଲା କମିଟି ତରଫରୁ ମାଳି ସମାଜ ଧର୍ମଶାଳାଠାରେ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ବିନା ମୂଲ୍ୟରେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କ ଜନ୍ମୋତ୍ସବରେ ଆସିଥିବା
Read More...

ଆଜି ବୈଶାଖ ମେଳା ପୂର୍ଣ୍ଣିମାରେ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଉଦ୍‌ଯାପିତ

୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିରଠାରେ ନୃସିଂହନାଥ ଜନ୍ମୋତ୍ସବ ଓ ବୈଶାଖ ମେଳା ୧ ତାରିଖରୁ ଆରମ୍ଭ ହୋଇ ଆଜି ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ
Read More...

ଭାଗବତତତ୍ତ୍ୱ ଯୋଗାଶ୍ରମ ତରଫରୁ ବୈଶାଖ ମେଳାରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ମେ' ୧ରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ
Read More...

ନୃସିଂହନାଥ ପୀଠରେ ବୈଶାଖ ମେଳା ତୃତୀୟ ଦିନରେ ଚଳଚଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ୫ ଦିନବ୍ୟାପୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ତୃତୀୟ ଦିବସରେ ମହାପ୍ରଭୁଙ୍କ ପୂଜା ସୁଚାରୁ ରୂପେ ଆରମ୍ଭ ହୋଇ
Read More...

ଗାଇସିଲେଟ ପୋଲିସକୁ ବଡ଼ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଜଙ୍ଗଲରୁ କାଠ ଚୋରି ହେବା ଖବର ପାଇ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ, ଏସଆଇ ସୁରୁ ଧରୁଆ,
Read More...