Browsing Tag

padmapur news

ଜମରତଲାରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଦିବସ ପାଳନର ଉଦ୍ଦେଶ୍ୟ ଓ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଉକ୍ତ ଦିବସ ଅବସରରେ ପ୍ରଧାନ ଶିକ୍ଷକ ସୁଶାନ୍ତ
Read More...

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଡେପୁଟେସନକୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ…

ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ଅଭାବ : ବ୍ୟାପକ ଜନ ଅସନ୍ତୋଷ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରୁ ବରଗଡ଼ ମୁଖ୍ୟାଳୟକୁ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବଦଳି କରାଯାଇ ଥିବାରୁ ପଦ୍ମପୁର ଅଂଚଳରେ ଜନ ଅସନ୍ତୋଷ ଦେଖାଦେଉଛି । ଫଳରେ ଆଜି ପଦ୍ମପୁର
Read More...

ପଦ୍ମପୁର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା କ୍ଲବ୍ ଗଠନ କରାଯାଇ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଆତ୍ମସୁରକ୍ଷା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଓ ସହ
Read More...

ପଦ୍ମପୁର ବିଜୟ ଧାରାକୁ ଫେରୁଛି ବିଜେପି : ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ସାମିଲ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନ ଯେତେ ପାଖେଇଆସୁଛି, ରାଜନେତା, କର୍ମୀ, ଏପରିକି ସାଧାରଣ ଜନତାଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢିବାକୁ ଲାଗିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ବିଶ୍ୱାସ ବଢିଚାଳିଛି । ପ୍ରତ୍ୟେକ ଦିନ
Read More...

ପାଇକମାଲ ନାଗରିକ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ନାଗରିକ କମିଟି ତରଫରୁ ଏକ ବୈଠକ କମିଟିର ସଭାପତି ମନୋଜ କୁମାର ତ୍ରୀବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଥମେ ରାଜ୍ୟ ସରକାର ପାଇକମାଲକୁ ଏନ୍‌ଏସ୍‌ସି ଘୋଷଣ କରିଥିବାରୁ
Read More...

ଡଙ୍ଗାଘାଟ ଗ୍ରାମ ପଞ୍ଚାୟତରେ ଶିଶୁଟିଏ ଗଛଟିଏ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ପଥୁରି ଗ୍ରାମରେ ଶିଶୁଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡଙ୍ଗାଘାଟ ସରପଞ୍ଚ ଶଙ୍କର୍ଷଣ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସମ୍ପାଦକ ପ୍ରକୃତି
Read More...

ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ଅଷ୍ଟପ୍ରହରୀ ନାମଯଜ୍ଞ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ରତ୍ନମୁଦ ମହୋତ୍ସବ ଚାଲିଥିଲା । ପ୍ରଥମ ଦିନରେ ବିରାଟ କଳସ ଶୋଭାଯାତ୍ରାରେ
Read More...

ବନାଗ୍ନି ପ୍ରତିକାର ପରିଚାଳନା ଓ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନ୍ୟାଞ୍ଚଳ ଆନୁକୁଲ୍ୟରେ ଜାମସେଠ ସେକ୍ସନ୍‌ର ଭୂଇଁଖାର ଗ୍ରାମରେ ଏକ ଦିବସୀୟ ବନାଗ୍ନି ପ୍ରତିକାର ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନ୍ୟାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ
Read More...

ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବିକୁ ନେଇ ଗୋରୁବାଜର ଠାରେ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଚାଲିଥିବା ବେଳେ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ଇଚ୍ଛା ସାକାର ହେବ ବୋଲି ନିର୍ବାଚନ ସଭାରେ ଘୋଷଣା କରିଥିଲେ । ଗତ ଉପନିର୍ବାଚନ ସମୟରେ ୨୦୨୩ ଡିସେମ୍ବର ୩୧ସୁଦ୍ଧା
Read More...