Browsing Tag

padmapur news

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବିଦ୍ୟୁତ ପରଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି
Read More...

ବଜ୍ରପାତରେ ତିନି ମୃତ : ଦୁଇ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଜ୍ରପାତରେ ତିନି ମୃତ, ଦୁଇ ଗୁରୁତର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଗ୍ରାମର ଘଟଣା । ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ । ହେଲେ ହଠାତ୍‌ ବର୍ଷା ଆସିଥିବା
Read More...

ପୋଲିସ କ୍ଷମତାର ଦୂରୋପଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନୃସିଂହନାଥ ପୀଠରେ ନୀତି ଶ୍ରଦ୍ଧାଳୁଙ୍କର ବହୁ ସଂଖ୍ୟାରେ ଭିଡ଼ ଲାଗିଥାଏ । ତେବେ ଗାଡି ପାର୍କିଙ୍ଗ ପାଇଁ ମନ୍ଦିର ବାହାରୁ ପ୍ରାୟ ଗୋଟେ କିଲୋମିଟର ପୂର୍ବରୁ ଗେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଙ୍ଗ ସ୍ଥଳେ ଗାଡି
Read More...

ଜରୁରୀକାଳୀନ ସ୍ଥିତି କରି ଗଣତନ୍ତ୍ର ହନନର ସ୍ମୃତିରେ କଳା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ୱାଧୀନତା ପରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଭାରତରେ ଉଦ୍ୟମ କରାଯାଇଥିଲା । ନିଜର ମନମୁଖୀ ଶାସନ ପାଇଁ ତଦ୍‌କାଳୀନ ସରକାର ୧୯୭୫ ଜୁନ ୨୫ରେ ଗଣତନ୍ତ୍ରର ହତ୍ୟା କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଜନସାଧାରଣ ନିଜର
Read More...

କୁଲିଆରି ଠାରେ ନାର୍ବାଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ତଦନ୍ତ ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ
Read More...

ଯାହାର କେହି ନାହିଁ ତାଙ୍କର ଜଗନ୍ନାଥ ଅଛନ୍ତି : ରାଜ୍ୟପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କସ୍ତୁରବା ଗାନ୍ଧି ମାତୃ ନିକେତନ, ପରିଦର୍ଶନରେ ଆସି ଅତ୍ୟନ୍ତ ଖୁସି ହୋଇ ଯାହାର କେହି ନାହିଁ ତାଙ୍କର ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଭୁବନେଶ୍ୱରରୁ ହେଲିକେପ୍ଟରରେ ବାହାରି
Read More...

ପ୍ରହସନ ପାଲଟିଛି ଝାରବନ୍ଧ ବ୍ଲକର ଜନଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଜନସାଧାରଣଙ୍କୁ ହାତ ପାହାନ୍ତାରେ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଆପତ୍ତି ଅଭିଯୋଗ ଗ୍ରହଣ କରି ସମସ୍ୟା ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ କାଗଜ
Read More...

ପାଇକମାଲ ପୋଲିସ ଦ୍ୱାରା କଫ ସିରଫ ଜବତ : ଆସାମୀକୁ ଗିରଫ କରି କୋଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଞ୍ଚଳରେ ରବିବାର ବିପୁଳ ପରିମାଣରେ ପାଇକମାଲ ପୋଲିସ ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୌଣସି ବିଶ୍ୱସ୍ତ ସୂତ୍ରରୁ ପାଇକମାଲ ପୋଲିସ ଖବର ପାଇବା ପରେ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ନିର୍ଦ୍ଦେଶ କ୍ରମେ
Read More...

ନୃସିଂହନାଥରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ମନ୍ଦିରରେ ପୂଜା ପାଆନ୍ତି ମାର୍ଜାର କେଶରୀ ନୃସିଂହ ମହାପ୍ରଭୁ । ମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ଶୋଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ନୃସିଂହନାଥରେ ପବିତ୍ର ରଥଯାତ୍ରା ମଧ୍ୟ
Read More...