Browsing Tag

padmapur news

ପଦ୍ମପୁରରେ ରଥଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରାଜପଡା ଠାରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ରାଜପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଭେଉଁରିଆ ଛକ ରଥ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଭେଟିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ପାଇକମାଲ ବାସ ଭବନରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ସୋମବାର ସାକ୍ଷାତ କରି ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ହଠାତ୍‌ ସାମ୍ବାଦିକ ମାନଙ୍କୁ ତାଙ୍କ ବାସ
Read More...

ନୃସିଂହନାଥ ରଥଯାତ୍ରାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହରା କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରରେ ରବିବାର ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରଜ୍ଝହ୍ମଣ ସମାଜର କର୍ମକର୍ତ୍ତା ମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ
Read More...

‘ବାଟ୍ କଢୁଆଲ୍’ ସମ୍ବଲପୁରୀ ପତ୍ରିକା ଲୋକାର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ସୁରେନ୍ଦ୍ର ମେହେରଙ୍କ ସଂପାଦନାରୁ 'ବାଟ୍ କଢୁଆଲ୍' ସମ୍ବଲପୁରୀ ବାର୍ଷିକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇ ଆସୁଥିଲା । ରଥଯାତ୍ରା ଅବସରରେ ବାଟ୍ କଢୁଆଲ୍ ପତ୍ରିକାର ନବ କଳେବର କରାଯାଇଛି ତଥା ବାର୍ଷିକ
Read More...

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାସଙ୍କ ଉପସ୍ଥିତିରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ସନତ କୁମାର ଗଡତିଆ,
Read More...

ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦ୍‌ଘାଟନ ହୋଇଥିଲା । ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ
Read More...

ପିସି କାରବାର ଉପରେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ କହି ତାଗିଦ୍ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କୁ ପାଇକମାଲ ବ୍ଲକରେ ହୋଇଥିବା ପିସି କାରବାର ଉପରେ ତଦନ୍ତ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ବୈଠକର ମଞ୍ଚ ଉପରେ ଅନୁରୋଧ କରି ଉପସ୍ଥିତ ବିଡ଼ିଓ ଏବଂ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼
Read More...

ବୃକ୍ଷରୋପଣ କଲେ ସରପଞ୍ଚ ସୁବାସିନୀ ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦ ଓ ନନ୍ଦିକିଶୋର ନନ୍ଦ ବୃକ୍ଷରୋପଣ କରିଛନ୍ତି । ଏକ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ତଥା ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ।
Read More...

ଝାରବନ୍ଧ କଲେଜରେ ‘ମାଁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ 'ମାଁ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟ ଏନ୍ଏସ୍ଏସ୍‌ ୟୁନିଟ୍‌ ଓ ଯୁବ ରେଡ୍‌କ୍ରସ୍‌ ୟୁନିଟ୍‌ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରାଙ୍କ ନେତୃତ୍ୱରେ ଅନେକ ଫଳ,
Read More...

ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ ୫-ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ରାଜ ବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲର ଛାତ୍ର ତଥା ସମସ୍ତ କର୍ମଚାରୀ
Read More...